ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସ୍ଆଇର ବୈଷୟିକ ଟିମ୍, ୧୦ ଦିନରେ ସରିବ ରୋଷଘର ଚଟାଣ ମରାମତି କାର୍ଯ୍ୟ
ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍ଆଇର ବୈଷୟିକ ଟିମ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ । ଗର୍ଭଗୃହ ଭିତରେ ଥିବା ଅବସ୍ଥା!-->…
Read More...
Read More...