ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଗରମରୁ ମିଳିବ ତାହ୍ରି। ଆଜି ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ…
Read More...

କୋଣାର୍କ ଅଭୟାରଣ୍ୟରେ ଲାଗିଛି ନିଆଁ

ପୁରୀ :ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର…
Read More...

ଅର୍ଥମନ୍ତ୍ରୀ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବିପତ୍ର ପ୍ରଦାନ କଲେ ଓଡିଶା ସାମ୍ବାଦିକ ସଂଘ…

ସୁବର୍ଣ୍ଣପୁର : ଆଜି ମଧ୍ୟାହ୍ନ ୧୨ ଘଣ୍ଟା ରେ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଓ ସନ୍ଧ୍ୟା ୬ ଘଣ୍ଟାରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ…
Read More...

ସୋନପୁରରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

ସୁବର୍ଣ୍ଣପୁର,୧୫/୬: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ଠାରେ ୧୪ କୋଟି ୦୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁପ୍ରତୀକ୍ଷିତ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପର, ଓଡିଶା ଶ୍ରୀଯୁକ୍ତ…
Read More...

ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ:ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ୱକୋଣରେ ପିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ । ପରେ ୪ ନାହାକାରେ ପ୍ରଥମ ଭୂଇଁ ପ୍ରେମ ସଂଯୋଗ କରାଯାଇ ତିନି ରଥରେ ୧୪ ନାହାକା ସେଟିଂ…
Read More...

ବଜରଙ୍ଗ ଦଳ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୬- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧଠାରେ ଗତ ୧୦ ତାରିଖ ଠାରୁ ବଜରଙ୍ଗ ଦଳର ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେଉଛି । ଉକ୍ତ ବର୍ଗରେ ୨୨ଟି ସାଙ୍ଗଠାନିକ ଜିଲ୍ଲାରୁ ୬୮ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ନେଉଛନ୍ତି । ଉଦଘାଟନୀ ଉତ୍ସବରେ ପୂଜ୍ୟ…
Read More...

ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ : ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର । ସେହିପରି କ୍ରମାଗତ ଭାବେ ଆଇପିଏଲରେ…
Read More...

ମାରୁତି ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୧୫/୬: ଆଜି ଅପରାହ୍ନରେ କଣ୍ଟାମାଳ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ଜହ୍ନ ।ପଙ୍କ ଗ୍ରାମବାସୀ ଓ ମାରୁତି ଯୁବକ ସଂଘ ପକ୍ଷରୁ…
Read More...

ପଏମ ପକ୍ଷରୁ ନାଟ୍ୟମହର୍ଷି ଭଗବାନ ସାହୁ ଜୟନ୍ତୀ ପାଳିତ

ସମ୍ବଲପୁର: ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ (ପଏମ) ପକ୍ଷରୁ ସମ୍ବଲପୁରୀ ନାଟ୍ୟମହର୍ଷି ଭଗବାନ ସାହୁଙ୍କ ୯୨ ତମ ଜୟନ୍ତୀ ସମାରୋହ ସହକାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଡଃ ପରେଶ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ…
Read More...

ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି, ପୋଲିସ ସାଜିଛି ଧୃତରାଷ୍ଟ୍ର

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି । ଗୋଟିଏ କି ଦୁଇଟି ନୁହେଁ, ଚାରି ଚାରିଟା ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ସାମଗ୍ରି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରି ଦୋକାନରୁ ସେ ଦୋକାନକୁ ବୁଲିବୁଲି ଚୋରି କରୁଥିବା ଦୋକାନରେ…
Read More...