ପୁଣି ଦଶପଲ୍ଲା ମହାବୀରଙ୍କ ହୁଣ୍ଡିରୁ ଚୋରି

ଦଶପଲ୍ଲା : ଦଶପଲ୍ଲା ଗଡ଼ଜାତର ଆରାଧ୍ୟ ଦେବତା ମହାବୀରଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଗତରାତିରେ କେହି ଭାଙ୍ଗିଦେବା ସହିତ ହୁଣ୍ଡିରେ ଥିବା ସମସ୍ତ ଦାନରାଶି ଚୋରି କରି ନେଇଯାଇଛନ୍ତି । ଗତ କିଛିଦିନ ତଳେ ମଧ୍ୟ ଶ୍ରୀ ମହାବୀରଙ୍କ ହୁଣ୍ଡି ଭାଙ୍ଗି ଅନୁରୁପ ଭାବରେ ଚୋରି ହୋଇଥିଲା ।…
Read More...

ଶୀଘ୍ର ଆସିବନି ମୌସୁମୀ

ନୂଆଦିଲ୍ଲୀ: ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ । ପୂର୍ବରୁ ଏନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ । ଘନଘନ ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ମୌସୁମୀ ପାଇଁ ସୃଷ୍ଟି କରିଛି ପ୍ରତିକୂଳ ପାଗ । କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ…
Read More...

ଜୀବିକା ମିଶନ ଦ୍ୱାରା ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ ପଞ୍ଚାୟତର ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ମାଗଣାରେ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷି ପାଣି ପମ୍ପ ପାଇ…
Read More...

ପୌରପରିଷଦ ଅଧିନିୟମ ଓ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପରିଷଦରେ ବିରୋଧୀଙ୍କ ହଟଗୋଳ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଦଳା କଲ୍ୟାଣି ମଣ୍ଡପ ଠାରେ ପରିଷଦର ପ୍ରଥମ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ପରିଷଦର ଅଧିନିୟମ ବିରୋଧରେ ଏହି ବୈଠକ ଡାକିଥିଲେ । ମିଟିଙ୍ଗ…
Read More...

ମା’ ନାରାୟଣୀ ଯାତ୍ରା : ଜଗନ୍ନାଥ ଓ ଗଣେଶ ମାର୍କେଟ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା

ଫୁଲବାଣୀ:-ବୁଧବାର ଦିନ ମା' ନାରାୟଣୀ ଠାକୁରାଣୀ ଯାତ୍ରାର ୨୩ ତମ ଦିବସରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା' କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ । ଏହି ଅବସରରେ ଜଗନ୍ନାଥ ମାର୍କେଟ ଓ ଗଣେଶ ବଜାର ପକ୍ଷରୁ ବିରାଟ ବାଣ,ବାଦ୍ୟ, ଘଣ୍ଟନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା…
Read More...

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବଢିଗାଁରେ ରାସ୍ତାରୋକ

ଜହ୍ନାପଙ୍କ,୨୫/୫:ବୌଦ୍ଧ ବ୍ଳକ ବଢିଗାଁରେ ଦୀର୍ଘ ୧୦ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ବୁଟୁପାଲି-ବଘିଅପଡା ପୂର୍ତ୍ତ ବିଭାଗ ରାସ୍ତାର ବଢିଗାଁ ଛକଠାରେ ଗ୍ରାମବାସୀ ସକାଳ ସାଢେ ଆଠଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ…
Read More...

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକଙ୍କ…
Read More...

ଛୁରାମାଡ ଘଟଣା ; ଅଟକ ଅଭିଯୁକ୍ତ ଗିରଫ

ପୁରୀ : ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଛୁରା ମାଡ଼ ଘଟଣାରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଏମାନଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଥିଲା । ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ…
Read More...

ଜୁନ ପହିଲାରୁ “ନୋ ହେଲମେଟ ନୋ ପେଟ୍ରୋଲ’କୁ ଜିଲ୍ଲାରେ କଡାକଡି କରିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ଓ ତତ୍‌ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ…
Read More...

ଆସନ୍ତାକାଲିଠାରୁ ବ୍ୟାଙ୍କ ଉଠାଣରେ ଏହି ସବୁ ନିୟମ ଲାଗୁ ହେବ, ଜାଣି ରଖନ୍ତୁ

ନୂଆଦିଲ୍ଲୀ : ଗୁରୁବାର ଅର୍ଥାତ ମେ ୨୬ରୁ ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା ରଖିବା ଉପରେ କେତେକ ନୂଆ ନିୟମ ଲାଗୁ ହେବ । ଏଣିକି ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ନିଜ ନାଁରେ ଥିବା ଏକାଧିକ ବ୍ୟାଙ୍କ ଖାତାରୁ ମୋଟ ୨୦ ଲକ୍ଷ ଟଙ୍କା ଉଠାଣ କିମ୍ବା ଜମା ବେଳେ ପ୍ୟାନ ନମ୍ବର…
Read More...