ମାତୃ ଦିବସ ଅବସରରେ ବାଲୁକା କଳା

ପୁରୀ:ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନସମାଜକୁ ମା'ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନ ଭୁଲିବା ପାଇଁ ଅନୁରୋଧ
Read More...

ନୃସିଂହନାଥ ମଠରେ ଭାଗବତ ପାରାୟଣ

ଗଜପତି,୮/୫- ପାରଳାଖେମୁଣ୍ଡିସ୍ଥିତ ନୃସିଂହନାଥ ମଠ ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି । ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା
Read More...

ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଭୁବନେଶ୍ୱର ୦୮।୦୫ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ଖବର ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ
Read More...

ଗାଧୋଇବାକୁ ଯାଇ ପୁଅ ନିଖୋଜ ଅଭିଯୋଗ

ଦଶପଲ୍ଲା,୮/୫:- ବାଣୀଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ଗ୍ରାମର ବୀରସେନ କହଁରଙ୍କ ପୁଅ ବିକ୍ରମ କହଁର (୨୧) ଘରୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବାଣୀଗୋଛା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଅନୁଯାୟୀ , ସୂଚନା ମୁତାବକ ଗତ ଏପ୍ରିଲ ୨୪ ତାରିଖ ଦିନ ବିକ୍ରମ ଘରେ ମୋବାଇଲ ଦେଖୁଥିଲେ । ଏହି
Read More...

କେବେ ଧରାପଡିବେ ନକଲି ଶିକ୍ଷକ ?

ଦଶପଲ୍ଲା,୮/୫:- ରାଜ୍ୟ ଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଜାଲ୍‌ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଥିବା ସୂଚନା ମିଳିବାପରେ ୨୦୧୯ରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ନକଲି ଶିକ୍ଷକଙ୍କୁ ଠାବ
Read More...

ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନାଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର : ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନା ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଓକିଲ ସଂଘର ତଦାରଖ କରିଛନ୍ତି । ହାଇକୋର୍ଟ ପକ୍ଷରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏହି ସଂକ୍ରାନ୍ତରେ ସେ ଏଠାକାର ଓକିଲମାନଙ୍କ ସହିତ ମିଶି ଆଲୋଚନା କରିଥିଲେ । ସମ୍ବଲପୁର
Read More...

ଶନିଦେବଙ୍କ ବର୍ଣ୍ଣାଢ଼୍ୟ ତୋରଣର ଶୁଭ ଉଦଘାଟନ କଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ଦଶପଲ୍ଲାର ଜଣାଶୁଣା ସମାଜସେବୀ ଶ୍ରୀହରି ନାୟକଙ୍କ କରକମଳରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମ ପଞ୍ଚାୟତର ବେହେରାଗଡ଼ ଠାରେ ପ୍ରଭୁ ଶ୍ରୀ ଶନିଶ୍ଚର ଦେବଙ୍କ ମନ୍ଦିରରେ ପ୍ରବେଶ ଦ୍ୱାରର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏହି ପ୍ରବେଶ ଦ୍ୱାର ବିଶିଷ୍ଟ ସମାଜସେବୀ
Read More...

ଦଶପଲ୍ଲାରୁ ନାବାଳିକା ଉଦ୍ଧାର

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଶନିବାର ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକା ଘର ଝାରସୁଗୁଡ଼ା ଜିଲ୍ଲା ହୋଇଥିବାବେଳେ ଦଶପଲ୍ଲା ମୋଚିସାହି ବିକ୍ରମ ବେହେରା ତାଙ୍କୁ ନେଇ ଆସି ବିବାହ ଉଦ୍ୟମରେ ଥିଲେ । ବିକ୍ରମ ସୋନପୁରର ଏକ ସୋଫା ଦୋକାନରେ କାମ କରନ୍ତି । ସେ ଜଣେ
Read More...

ସମ୍ବଲପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସମ୍ବଲପୁର: ଆଜି ସମଗ୍ର ବିଶ୍ୱରେ ରେଡକ୍ରସ ଦିବସ ଶ୍ରଦ୍ଧା ସହକାରେ ପାଳନ କରାଯାଉଛି । ପ୍ରକୃତରେ ଆଜି ହେଉଛି ମହାନ ମାନବତାବାଦୀ ଜୀନ ହେନରୀ ଦୁନାଣ୍ଟଙ୍କ ଜନ୍ମଦିନ, ଯିଏକି ଏହି ବିଶ୍ୱ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ରେଡକ୍ରସ ସୋସାଇଟି ସ୍ଥାପନା କରିଥିଲେ । ତାଙ୍କୁ ସ୍ମରଣ କରି ପ୍ରତିବର୍ଷ
Read More...

ବାତ୍ୟାରେ ପରିଣତ ହେଲା ଅବପାତ, ପୁରୀଠାରୁ ୧୦୩୦ କି.ମି ଦୂରରେ ଅଛି ଅସାନି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି। ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଏହା ଏବେ ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ।
Read More...