କୋହଲିଙ୍କୁ ନେଇ ଆରସିବିରେ ବଢୁଛି ଟେନସନ
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିପକ୍ଷରେ ଆରସିବିର ବିଜୟ ସତ୍ତେ୍ୱ ଦଳ ପାଇଁ ଅନେକ ଚିନ୍ତା ଜାରି ରହିଛି । ବିଶେଷକରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମରେ ନ ଥିବାରୁ ଦଳର ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୋହଲି!-->…
Read More...
Read More...