ବଢିଲା ଚିଦାମ୍ବରମଙ୍କ ସଙ୍କଟ : ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସଙ୍କଟ ବଢିବାରେ ଲାଗିଛି । ଆଇନ ଜାଲରୁ ସେ ମୁକୁଳିପାରୁ ନାହାନ୍ତି । ଆଜି ପୁଣି ରେଡ୍‌ ହୋଇଛି ଚିଦାମ୍ବରମଙ୍କ ଘରେ । ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ ।…
Read More...

କୁଳପତିଙ୍କ ବିରୁଦ୍ଧରେ ଏଫଆଇଆର ଦାଏର ପାଇଁ ଆବେଦନ ଦାଖଲ

ସମ୍ବଲପୁର: ସ୍ଥାନୀୟ ଲାଲା ଲଜପତ ରାଜ ଆଇନ ମହାବିଦ୍ୟାଳୟର ପାଣ୍ଠିରୁ ପ୍ରାୟ ୬୬.୬୭ ଲକ୍ଷ ଟଙ୍କା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ନିଆ ଯାଇଥିବା ମାମଲାକୁ ଅବୈଧ ଏବିଷୟରେ ଏକ ଏଫଆଇଆର ରୁଜୁ କରିବା ପାଇଁ ଆବେଦନ କରାଯାଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର କିଛି ସଭ୍ୟ ଏବିଷୟରେ ଧନୁପାଲି ଥାନା…
Read More...

ସମ୍ବଲପୁରରେ ଖବରକାଗଜ ବିତରକମାନଙ୍କୁ ମିଳିଲା ପରିଚୟପତ୍ର

ସମ୍ବଲପୁର : ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ଅଧିକାର ଦେବା ଓ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି । ସମ୍ବଲପୁର ଜିଲ୍ଲାରେ…
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଯୁବକ ଗିରଫ

ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖଜୁରିଆ ଗ୍ରାମର ଦିଗାମ୍ବର…
Read More...

ବିପଦ ସଂକୁଳ ଅଧାଗଢା ଶ୍ରେଣୀ ଗୃହରେ ଚାଲିଛି ପାଠପଢା

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ସରିଗଣ୍ଡାରେ (ନେଳିଗୁଡା) ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଶ୍ରେଣୀ ଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅଧାଗଢା ଶ୍ରେଣୀଗୃହ ମଧ୍ୟରେ ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢା । ପୂର୍ବତନ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ…
Read More...

ଗୁଡ଼୍‌ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଜି. ଉଦୟଗିରି : ଶ୍ରୀରାମପଦାସ୍ଥିତ ଗୁଡ଼୍‌ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ଅନ୍ୱେ୍ୱଷା ଯୋଜନାରେ ପଢୁଥିବା ସମସ୍ତ ଶ୍ରେଣୀର ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହିପୁସ୍ତକ, ଗୋଟିଏ…
Read More...

ନାରଦ ଜୟନ୍ତୀ ପାଳିତ

ବୌଦ୍ଧ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାର ବିଭାଗ ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା କର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼, ଦୈନିକ "ହୀରାଞ୍ଚଳ'ର…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,୧୭/୫- ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ…
Read More...

ବିନିକାରେ ଶୁଭାରମ୍ଭ ହେଲା ଧାନ କିଣା : ପ୍ରଥମ ଦିନରେ ୪ଚାଷୀଙ୍କ ୧୪୨,୭୨ କୁଇଣ୍ଟାଲ ଧାନ ଉଠିଲା

ସୁବର୍ଣ୍ଣପୁର,୧୭/୫: ଚଳିତ ରବି ଋତୁ ପାଇଁ ଆଜିଠାରୁ ବିନିକା ମାର୍କେଟ ୟାର୍ଡରେ ଧାନ କିଣା ପର୍ବ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫କୁଇଣ୍ଟାଲ ଧାନ କ୍ରୟ କରାଯାଇ ଗୋଦାବରୀ ରାଇସ ମିଲକୁ ପଠାଯାଇଥିବା ବେଳେ…
Read More...

ବାଉଁଶୁଣୀରେ ପାନୀୟଜଳ ସମସ୍ୟା, ସଚଳ ୩ ନଳକୂପ ଏବେ ଅଚଳ

ବାଉଁଶୁଣି,୧୭/୫- ବୌଦ୍ଧବ୍ଲକ ବାଉଁଶୁଣି ବଜାର ଏକ ପାନୀୟ ଜଳକଷ୍ଟ ଭୋଗୁଥିବା ସହର । କାରଣ ଏଠାକାର ଅଧିକାଂଶ କୂଅର ଜଳ କ୍ଷାରୀୟ ଅଟେ । ଏହାଛଡା ସ୍ଥାନୀୟ ମାଉଲିମୁଣ୍ଡା ପ୍ରକଳ୍ପରୁ ବଜାରର ସବୁ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ମେଡ଼ିକାଲ ଛକ ଠାରୁ ସ୍କୁଲ ଛକ ମଧ୍ୟରେ ଥିବା ୬ଟି…
Read More...