ନବରଙ୍ଗପୁର ପୌର ପରିଷଦ ଊପାଧ୍ୟକ୍ଷା ହେଲେ ବିଜେଡିର ସୌମ୍ୟା ମହାପାତ୍ର
ନବରଙ୍ଗପୁର:ନବରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ହେଲେ ୧୭ ନମ୍ବର ୱାର୍ଡର କାଉନସିଲର ସୌମ୍ୟା ମହାପାତ୍ର । ଆଜି ବିଜେଡି ପକ୍ଷରୁ ସୌମ୍ୟା ମହାପାତ୍ର ଓ ବିଜେପି ପକ୍ଷରୁ ଶର୍ମିଷ୍ଠା ଦେଓ ଉପାଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଭରିଥିଲେ । ସମୁଦାୟ ୧୭ଗୋଟି କାଉନସିଲରଙ୍କ ମଧ୍ୟରୁ ବିଜେଡିକୁ!-->…
Read More...
Read More...