ରୁଷର ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ,:ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଘଟଣାରେ ରୁଷ ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍ । ରୁଷ ବିରୋଧରେ ଆଇଟି କମ୍ପାନୀଗୁଡିକ ଏକ ବଡ ଅଭିଯାନ ଆରମ୍ଭ କରିଛନ୍ତି । ରୁଷ ସହ ଜଡିତ ସୋଶାଲ ମିଡଆ ଆକାଉଂଟ ବ୍ଲକ କରିଦେଇଛି କମ୍ପାନୀ । ଏହାରି ମଧ୍ୟରେ ରୁଷର ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ
Read More...

ପାରଳାଖେମୁଣ୍ଡିର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କର ସମାଗମ

ଗଜପତି,୧/୩- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶିବମନ୍ଦିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଆଜି ଶିବ ରାତ୍ର ହୋଇଥିବାରୁ ସହରର ରାମଲିଙ୍ଗେଶ୍ୱର , ଚନ୍ଦ୍ରଶେଖରେଶ୍ୱର, ଧବଳେଶ୍ୱର, ଶ୍ରୀ ଚନ୍ଦ୍ରଶେଖର, କାଶୀ ବିଶ୍ୱନାଥ, ମଲ୍ଲିକାଅର୍ଜୁନ ସ୍ୱର, ଅର୍ଦ୍ଧ ନାଗେଶ୍ୱର
Read More...

କାର ଦୁର୍ଘଟଣାରେ ୬ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଛତିଶଗଡ଼ର ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ବରଗଡ଼ରୁ
Read More...

ଋଷ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ପିଟରସନଙ୍କ ପରିବାର

କିଭ : ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଅନେକ ଦେଶ ନିଜ ନାଗରିକଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି । ଭାରତ ମଧ୍ୟ ୟୁକ୍ରେନରୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ କରିଛି । ଏବେ ମଧ୍ୟ ଅନେକ ଦେଶର ନାଗରିକ ୟୁକ୍ରେନରେ
Read More...

ଜିଲ୍ଲା ପରିଷଦ ନିର୍ବାଚନରେ କେଉଁ ଦଳକୁ କେତେ ଭୋଟ ମିଳିଲା ଜାଣନ୍ତୁ

ଭୁବନେଶ୍ୱର : ସରିଛି ପଞ୍ଚାୟତ ନିର୍ବାଚନ । ଶାସକ ବିଜେଡି ୮୬୫ ଜିଲ୍ଲା ପରିଷଦ ଆସନ ଜିଣି ରେକର୍ଡ ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଏହି ନିର୍ବାଚନରେ କେଉଁ ଦଳକୁ କେତେ ଭୋଟ ମିଳିଛି..
Read More...

ୟୁକ୍ରେନରେ ଗୁଳିମାଡରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ପ୍ରତ୍ୟକ୍ଷ ଭାବରେ ପଡିବାର ଆରମ୍ଭ ହୋଇଗଲାଣି । ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ କର୍ଣ୍ଣାଟକର ନବୀନ ବୋଲି ଜଣାପଡିଛି । ନବୀନଙ୍କ ବନ୍ଧୁମାନେ
Read More...

ଆସିଲା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନ ଫଳାଫଳ, ବିଜେଡିର ରେକର୍ଡ ବିଜୟ

ଭୁବନେଶ୍ୱର : ସରଛି ପଞ୍ଚାୟତ ନିର୍ବାଚନ, ଶେଷ ହେଲା ଫଳାଫଳ ଘୋଷଣା । ଆଜି ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ନିର୍ବାଚନୀ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଘୋଷଣା ଅନୁଯାୟୀ ଶାସକ ବିଜେଡି ତା'ର ସବୁ ରେକର୍ଡ ଭାଙ୍ଗି ୭୬୫ ଜୋନରେ ବିଜୟୀ ହୋଇଛି । ଗତ ୨୦୧୭ ନିର୍ବାଚନ ଦଳ
Read More...

ଆସିଲା ୮୪୫ ଜିଲ୍ଲା ପରିଷଦ ଜୋନ ଫଳାଫଳ, ବିଜୟୀ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । ଘୋଷିତ ୮୪୫ ଜୋନରୁ ବିଜେଡି ୭୫୯ଟିରେ ବିଜୟୀ ହୋଇଛି । ୪୨ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୩୭ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୩ଟିରେ ସ୍ୱାଧୀନ ଓ ୪ଟିରେ
Read More...

ବିଜୟ ମହାପାତ୍ର କହିଲେ ପୌର ନିର୍ବାଚନରେ ଏହି ଦଳ ବାଜିମାତ କରିବ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବିଜେପି । ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏବେ ବିଜେଡ଼ି ହାତକୁ ଯିବା ନିଶ୍ଚିତ ହୋଇସାରିଛି । ଅନେକ ଜିଲ୍ଲାରେ ବିଜେପି ଖାତାବି ଖୋଲିପାରିନାହିଁ । ଏଭଳି ପରିପ୍ରେକ୍ଷୀରେ ପୌର
Read More...

ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ପାଳିତ ହେଉଛି ମହାଶିବରାତ୍ରୀ

ଦଶପଲ୍ଲା,୧/୩ - ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ଆଜି ମହାସମାରୋହରେ ପାଳିତ ହେଉଛି ମହାଶିବରାତ୍ରୀ ବା ଜାଗର ବ୍ରତ । ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଦେବଦେବ ମହାଦେବଙ୍କର ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବାସହିତ ଶହଶହ ଦର୍ଶନାର୍ଥୀ ଓ ବ୍ରତଧାରୀ ମାନଙ୍କୁ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା
Read More...