ଆସିଲା ୮୪୫ ଜିଲ୍ଲା ପରିଷଦ ଜୋନ ଫଳାଫଳ, ବିଜୟୀ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା ମିଳିଛି । ଘୋଷିତ ୮୪୫ ଜୋନରୁ ବିଜେଡି ୭୫୯ଟିରେ ବିଜୟୀ ହୋଇଛି । ୪୨ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୩୭ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ୩ଟିରେ ସ୍ୱାଧୀନ ଓ ୪ଟିରେ!-->…
Read More...
Read More...