ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ । ଆଉ ଏହା ପରେ ଆରମ୍ଭ ହେବ ପୌର ନିର୍ବାଚନ । ତେବେ ଖୁବଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ!-->…
Read More...
Read More...