ଖୁବଶୀଘ୍ର ପରଦାକୁ ଆସିବ ନାରୀ ଶକ୍ତି ପୁରସ୍କାରପ୍ରାପ୍ତ ଶ୍ରୁତି ମହାପାତ୍ରଙ୍କ ବାୟୋପିକ, ଏହି ନାୟିକା ନଜର ଆସିବେ
ଅନ୍ତର୍ଜାତୀୟ ମହିଳା ଦିବସରେ ନାରି ଶକ୍ତି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିବା ଶ୍ରୁତି ମହାପାତ୍ରଙ୍କ ବାୟୋପିକ "ପାଦେ ଆକାଶ' ଖୁବଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡିଛି । ଶ୍ରୁତିଙ୍କ ବାୟୋପିକରେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତ ସାହୁ ନଜର ଆସିବେ । ଏହି ଫିଲ୍ମଟିକୁ!-->…
Read More...
Read More...