ମହିଳାଙ୍କ ପେଟରୁ ବାହାରିଲା ୪୭ କେଜିର ଟ୍ୟୁମର
ନୂଆଦିଲ୍ଲୀ, ୧୬/୨ : ଗୁଜୁରାଟର ଅହମଦାବାଦରେ ଆପୋଲୋ ହସପିଟାଲର ଡାକ୍ତରମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଠାରେ ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ୪୭ କିଲୋର ଟ୍ୟୁମର ବାହାର କରିବା ସହ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଟ୍ୟୁମର ପାଇଁ ମହିଳା ଜଣକ ୧୮!-->…
Read More...
Read More...