ଟିକସ ନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା : ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି । ଏଭଳି ସମୟରେ ଲୋକଙ୍କ ଉପରେ ଆଉ ଆର୍ଥିକ ବୋଝ ଲଦିବା ଠିକ ନୁହେଁ । ତେଣୁ ଟିକସ ନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ!-->…
Read More...
Read More...