“ନିୟତି’ ପକ୍ଷରୁ ଜନରାଜ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି : ରାଣିପେଣ୍ଠସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ ନିୟତି ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ଉଜ୍ଜୀବିତ
Read More...

ଦେଶୀ ମଦ ଜବତ , ଜଣେ ଗିରଫ

ଦଶପଲ୍ଲା : ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଚଢଉ କରାଯାଇ ଏକ ସାଇକେଲ ସହ ସହ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ତଅଁଳା ସାହି ଗ୍ରାମର ତ୍ରିନାଥ ବେହେରା । ସେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସାଇକେଲ
Read More...

ଜିଲ୍ଲା ପ୍ରେସ କ୍ଲବଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ପ୍ରେସକ୍ଲବଠାରେ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସକ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ୧୯ ୫୦ ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ଏଣୁ
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ

ବୌଦ୍ଧ :ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଓ ଗଣତନ୍ତ୍ରର ଗରିମା ଉପରେ କହିବା ସହିତ
Read More...

ବାପା ହେଲେ ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଅର୍ଥାତ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ପତ୍ନୀ ହେଜେଲ । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥୀ । ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ । ଫ୍ୟାନ୍ସ ସହ
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲିସ
Read More...

ଏହି ଖାସ୍‌ କାରଣରୁ ଏବେ ପଶ୍ଚାତାପ କରୁଛନ୍ତି ସାନିଆ

ନୂଆଦିଲ୍ଲୀ : ବହୁତ ଆଗୁଆ ନିଜର ଅବସର ଘୋଷଣା କରି ଏବେ ପଶ୍ଚାତାପ କରୁଛନ୍ତି ଭାରତର ଟେନିସ ରାଣୀ ସାନିଆ ମିର୍ଜା । ୨୦୨୨ ତାଙ୍କର ଶେଷ ସିଜନ୍‌ ହେବ ବୋଲି ନିକଟରେ ସେ ଘୋଷଣା କରିଥିଲେ । ତେବେ ଆଜି ସାନିଆ କହିଛନ୍ତି ଯେ ସେ ବହୁତ ଆଗୁଆ ଏହି ଘୋଷଣା କରିଦେଲେ । ଏନେଇ ତାଙ୍କୁ ଚାରିଆଡ଼ୁ
Read More...

ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ସହ ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ତାଲିକାରେ ଅଛନ୍ତି । ତେବେ ସେ ପଦ୍ମ ଭୂଷଣ ସମ୍ମାନ
Read More...

ଘୋଷଣା ହେଲା ପଦ୍ମ ପୁରସ୍କାର : ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ପଦ୍ମ ପୁରସ୍କାର । ଏଥର ବିଭିନ୍ନ କ୍ଷେତ୍ରର ମୋଟ ୧୨୮ ଜଣ ଖ୍ୟାତନାମା ବ୍ୟକ୍ତି ପାଇବେ ଏହି ସମ୍ମାନ । ସେମାନଙ୍କ ମଧ୍ୟରେ ୪ ଜଣ ପଦ୍ମ ବିଭୂଷଣ,୧୭ ଜଣ ପଦ୍ମଭୂଷଣ ଓ ୧୦୭ ଜଣ ପଦ୍ମ ପୁରସ୍କାର ବିଜେତା ଅଛନ୍ତି । ସେହିପରି,ସେମାନଙ୍କ
Read More...

“ଟିକାକରଣ ଜନଆନ୍ଦୋଳନର ରୂପ ନେଇଛି’

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍‌ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନି ।
Read More...