ଭୟଙ୍କର ସ୍ଥିତି : ବରଫ ନେଲାଣି ୪୨ ଜଣଙ୍କ ଜୀବନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟୁନି । ଦୁଃଖର ପାହାଡ଼ ସେମାନଙ୍କୁ ତଳିତଳାନ୍ତ କରିସାରିଲାଣି । ଯନ୍ତ୍ରଣା ଚରମସୀମାରେ ପହଞ୍ଚିଗଲାଣି । ତାଲିବାନଙ୍କ କ୍ରୁରତା ସେମାନଙ୍କ ଜୀବନକୁ ଦୁର୍ବିସହ କରିଥିବା ବେଳେ ଏବେ ଭୟଙ୍କର ତୁଷାରପାତ ଅବସ୍ଥାକୁ ସାଂଘାତିକ!-->…
Read More...
Read More...