ସୌର ଗୃହବତୀ ଅଚଳ, ଡିବିରୀ ଆଲୁଅ ଭରସାରେ ଆଦିବାସୀ
ଦଶପଲ୍ଲା,୧୭/୧: - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଶ୍ରଡା, ପାନାବାରୀ, ତାବଡା ଭଳି ଅନେକ ଆଦିବାସୀ ଗାଁରେ ଏବେବି ଅନ୍ଧାର ରାଜ୍ କରୁଛି । ଏହି ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିବାବେଳେ ସରକାରୀ ଯୋଜନାରେ ଯୋଗାଇ ଦିଆଯାଇଥିବା ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ବସବାସ କରୁଥିବା!-->…
Read More...
Read More...