ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ
ପୁରୀ- ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ଭୋର ୪ଟା ୨୦ରେ ଏହି ଅଘଟଣ ଘଟିଛି। ପହଡ଼ ଖୋଲିବା ନେଇ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମୃତକମାନେ ହେଲେ!-->!-->!-->…
Read More...
Read More...