ପିଡିଏସ ଚାଉଳରେ ପ୍ଲାଷ୍ଟିକ ଅପମିଶ୍ରଣ : କଂଗ୍ରେସର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡାମାଳ ଗ୍ରାମରେ ପିଡିଏସ ଚାଉଳ ବଣ୍ଟନ ସମୟରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଇଥିବା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ, କାରଣ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ଚାଷୀ ମାନେ ରାଜି ଥିବା ଜଣାପଡ଼ିଛି । ଦୀର୍ଘ ଦେଢ଼ ବର୍ଷ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନର ଆଜି ଯବନିକା ପଡ଼ିପାରେ। ଚାଷୀ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର
Read More...

କଟକ ଷ୍ଟେସନରୁ ଯବାନ ନିଖୋଜ

କଟକ: ରେଳ ଷ୍ଟେସନରୁ ସେନା ବାହିନୀର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । କଟକ ଷ୍ଟେସନରୁ ଯବାନ ନିଖୋଜ କୁ ନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା ଓ ସେ କର୍ଣ୍ଣାଟକ ବାସିନ୍ଦା ହୋଇଥିବା ସୂଚନା ମିଳିଛି
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ରୁ ବାଦ ପଡିପାରନ୍ତି ଅକ୍ଷର, ଜାଡେଜା, ଶୁଭମାନ ଓ ଇଶାନ୍ତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଆଜି ଘୋଷଣା କରାଯିବ । ଖେଳାଳିଙ୍କ ସାମ୍ପ୍ରତିକ ଫର୍ମ ଏବଂ ଫିଟନେସକୁ ଦେଖିଲେ ବହୁ ବଡବଡ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ଦଳରୁ ବାଦ ପଡିପାରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରବିନ୍ଦ୍ର ଜାଡେଜା, ଶୁଭମାନ
Read More...

ଗୋଚ୍ଛାପଡା ପୋଲିସ ଅବକାରୀ ବିଭାଗର ଚଢ଼ାଉ, ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମିଲିତରେ ପଲ୍ଲାବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଭାବେ ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟକରାଯାଇଥିବା ସୂଚନା ଗୋଛପଡା ଥାନା ଅଧିକାରୀ ରଞ୍ଜିତ ମୁନି ଦେଇଛନ୍ତି । ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ
Read More...

ପ୍ରିନ୍ସପାଲଙ୍କ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ଉଠାଇଲେ ଦୁଇ ଶିକ୍ଷୟିତ୍ରୀ

ଜୟପୁର : ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଅର୍ଥାତ୍‌ ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁ ହିଁ ମହେଶ୍ୱର । ଆଜିର ସମାଜରେ ଗୁରୁଶିଷ୍ୟର ସଂପର୍କ ଆଉ ସେଭଳି ନାହିଁ କହିଲେ ଚଳେ । ପ୍ରାୟ ପ୍ରତ୍ୟେକ ସମୟରେ ଗୁରୁ ଓ ଶିଷ୍ୟାଙ୍କ ମଧ୍ୟରେ ପାପ ସଂପର୍କ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ; ଜଣେ ଗିରଫ, ତିନି ଫେରାର

ବାଲିଗୁଡ଼ା: ମାଓ ଇଲାକାରେ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ମାଡ଼ିବସିଲା ପୋଲିସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସଲାଗୁଡ଼ା ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଘଟଣାସ୍ଥଳରୁ ଜଣେ ମାଫିଆକୁ ପୋଲିସ୍‌ ଗିରଫ କରିବାରେ ସକ୍ଷମ
Read More...

ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ । ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ କାଳରେ ପ୍ରଥମ ଦିନରେ ଅଭିଯୋଗ ଶୁଣାଣିରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ତାହାର ପ୍ରତିକାର ପାଇଁ
Read More...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍‌

ଜୟପୁର : ଜାତୀୟ ରାଜପଥର ସୁଙ୍କି ଘାଟି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏହାଫଳରେ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍‌ ହୋଇଛି । ଫଳରେ ଘାଟିର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋର୍‌ ସମୟରେ ଏହି ଅଘଟଣ
Read More...

ଗଞ୍ଜେଇ ଚାଲାଣ ମାମଲା ରେ ୪ ଗିରଫ

ଜୟପୁର: ଗଞ୍ଜେଇ ଚାଲାଣ ମାମଲା ରେ ଜୟପୁର ସଦର ପୋଲିସ ୪ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମିରଟ ସରଫ ରାଜ (୩୦), ହରିୟାନାର ସାକିଲ ଖାନ(୪୫), ମିରଟର ମୋହିତ କୁମାର (୪୨) ଓ କୋରାପୁଟ ଜିଲା ମାଛକୁଣ୍ଡର ସାଧୁ ଖିଲ (୪୦) । ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଜୟପୁର ଘାଟି
Read More...