ପୁରୀରେ ଲାଗିରହିଛି ଝିପିଝିପି ବର୍ଷା: ବଡଦାଣ୍ଡ, ସି-ବିଚ୍‌ ଖାଁ ଖାଁ

ପୁରୀ : ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି । ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି । ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ । ବଡ଼ ଦାଣ୍ଡ, ସିବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକ ଗହଳି ବିଲକୁଲ ନାହିଁ । ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି
Read More...

ବିରୋଧୀଦଳ ନେତା ହେବେ ଜୟନାରାୟଣ !

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏବେ ଶ୍ରୀ ନାଏକଙ୍କ ପଦବୀରେ ଜଣେ ନୂଆ ନେତା ବସାଇବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । ବିରୋଧୀ ନେତା ପଦଟି ଏକ ସାମ୍ବିଧାନିକ ପଦ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ
Read More...

ନିୟମିତ ମୁଣ୍ଡବିନ୍ଧାରୁ କେମିତି ରକ୍ଷା ପାଇବେ ?

ଆଜିକାଲି କର୍ମମୟ ଜୀବନ ଏବଂ କାର୍ଯ୍ୟ ଚାପ ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନସିକ ଅବସାଦରେ ରହିଥାଆନ୍ତି । ମାନସିକ ଅବସାଦରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧା ସମସ୍ୟା ଏବେ ସାଧାରଣ କଥା ହୋଇଗଲାଣି । ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ଖାଆନ୍ତି । ଏବଂ ଏହା ଧୀରେ ଧୀରେ
Read More...

ଜ୍ୟାକ୍‌ଲିନ୍‌ଙ୍କ ନାଁରେ ଠକେଇ ଅଭିଯୋଗ

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହିଙ୍କ ନାଁରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକ୍‌ଲିନ୍‌ ଜାନୁଆରୀରେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଦାମୀ ଉପହାର
Read More...

ଆହୁରି ୧୨ ଘଣ୍ଟା ବର୍ଷା ସମ୍ଭାବନା

କଭୁବନେଶ୍ୱର : ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ ।  ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ ।  ଦକ୍ଷିଣରୁ ଯାଇ ଉତ୍ତର
Read More...

ଚାଷୀଙ୍କ ନିଦ ହଜାଇଛି ଲଘୁଚାପ ବର୍ଷା : ବିଲରେ ପଡିଛି ହଜାର ହଜାର କ୍ୟୁଣ୍ଟାଲ ଧାନ

ସୁବର୍ଣ୍ଣପୁର : ପ୍ରାୟ ତିନି ଦିନ ହେବ ଜିଲ୍ଲାର ସମସ୍ତ ଅଞ୍ଚଳରେ ସାମାନ୍ୟ ବର୍ଷା ଓ କୋହଲା ପାଗ ଯୋଗୁଁ ଜିଲ୍ଲାର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଅଦ୍ୟାବଧି ହଜାର ହଜାର ହେକ୍ଟର ଧାନ ଜମିର ପାଚିଲା ଫସଲ ଓ
Read More...

ନ୍ୟୁଜିଲାଣ୍ଡକୁ ୫୪୦ ରନର ଟାର୍ଗେଟ ଦେଲା ଭାରତ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତ ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଲକ୍ଷ୍ୟ ଦେଇଛି । ଏହି ଟାର୍ଗେଟକୁ ହାସଲ କରିବା
Read More...

ଚାଷୀଙ୍କ ଆଖିରୁ ନିଦ ହଜାଇଲା ଜୱାଦ, ଉଜୁଡିଲା ଧାନ ଚାଷ

ପାଟଣାଗଡ : ଚାଷ କାମ ଯାହାର କେଡେ ଖୁସ ତାହାର ସେ ସିନା ଦୁନିଆଁ ଯୁଗାଉଛି ଆହାର " - ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେ ବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୁର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ
Read More...

ଆବୁଧାବି ଟି-୧୦ ଲିଗ : ପ୍ରଥମ ଥର ଚମ୍ପିଆନ ହେଲା ଡେକାନ ଗ୍ଲାଡିଏଟର୍ସ

ନୂଆଦିଲ୍ଲୀ : ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଡେକାନ୍‌ ଗ୍ଲାଡିଏଟର୍ସ ପ୍ରଥମ ଥର ପାଇଁ ଆବୁଧାବି ଟି-୧୦ ଲିଗ୍‌ ଚାମ୍ପିଅନ୍‌ ହେବାର ସୌଭଗ୍ୟ ଅର୍ଜନ କରିଛି । ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଡେକାନ ଗ୍ଲାଡିଏଟର୍ସ ଦିଲ୍ଲୀ ବ୍ଲୁସକୁ
Read More...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କମଲ୍‌ ହାସନ

ନୂଆଦିଲ୍ଳୀ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ୨ ସପ୍ତାହର ଚିକିତ୍ସା ପରେ ଡିସଚାର୍ଜ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସମସ୍ତ ଫ୍ୟାନଙ୍କୁ କମଲ ହାସନ ଧନ୍ୟବାଦ
Read More...