ଆସନ୍ତାବର୍ଷ ପାଇଁ ସରକାରୀ ଛୁଟି ତାଲିକା ଜାରି, କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି
ଭୁବନେଶ୍ୱର ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ । ଅବଶ୍ୟ କର୍ମଚାରୀ ଚାହିଁଲେ ଏହାଠୁ ଅଧିକ ଛୁଟି ବ୍ୟକ୍ତିଗତ ଭାବେ!-->…
Read More...
Read More...