ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷିତ, ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷ ୨୦୨୧ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରିଛନ୍ତି । ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଓଡ଼ିଶାର ପ୍ରମୋଦ ଭଗତଙ୍କ ସମେତ ମୋଟ ୧୨ଜଣ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ସେହିପରି!-->…
Read More...
Read More...