ପଦଯାତ୍ରାରେ ଯୋଗଦେଲେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ, ଘେରିଲେ ନବୀନ ନିବାସ

କଣ୍ଟାବାଞ୍ଜି : ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମଣ୍ଡାଳି (ଅଜ୍ଜୁ ଭାଇ )ଙ୍କ ଆହ୍ୱାନ କ୍ରମେ ଆୟୋଜିତ ପଦଯାତ୍ରାରେ କଣ୍ଟାବଞ୍ଜି ଡ୍ରାଇଭର ମହାସଙ୍ଘ ଯୋଗ ଦେଇଥିଲା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଯୋଗଦେଇ ନବୀନ ନିବାସ ଘେରି ଥିଲେ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୭ ଆହତ, ଜଣେ ଗୁରୁତର

ବାଲିଗୁଡ଼ା: ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିଥିବା ଜଣାପଡିଛି । ଏଥିରେ ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କୁଡୁତୁଲିରୁ କଞ୍ଜାମେଣ୍ଡି ଆସୁଥିବା ବେଳେ ଏହି ଅଘଟଣ ଦୁର୍ଘଟଣା । ସମସ୍ତ ଆହତଙ୍କୁ କ.ନୁଆଗାଁ
Read More...

ବୌଦ୍ଧ ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ,୧/୧୧- ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତା ଉପସ୍ଥିତ ଥିଲେ । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୨ କିଭଳି ଭାବରେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବହୁମାତ୍ରାରେ
Read More...

ରାଜଧାନୀରେ ଛୁରାମାଡ, ମହିଳା ବେଶରେ ଆସିଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ଭୁୁଶୁଡ଼ି ପଡ଼ିଛି । ଦିନ ଦ୍ୱିପ୍ରହରରେ ଲୁଟ, ମରଣାନ୍ତକ  ଆକ୍ରମଣ ।  ଆଉ ରାତିରେ ବିଚ ରାସ୍ତାରେ ଅପରାଧୀଙ୍କ ଜମୁଛି ଆଡ୍ଡା । ଏହାରି ଭିତରେ ଆଜି ପୁଣି ଦିନ ଦ୍ୱିପ୍ରହରରେ ଛୁରାମାଡ଼ ହୋଇଛି । ଘରେ ପଶି ଜଣେ ଯୁବକ ମା ଓ
Read More...

ହସ୍ପିଟାଲରୁ ଘରକୁ ଫେରିଲେ ରଜନୀକାନ୍ତ

ଚେନ୍ନାଇ : ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ରବିବାର ରାତିରେ ଘରକୁ ଫେରିଛନ୍ତି । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଚେନ୍ନାଇର କାଉଭେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଚିତ୍ର ସେୟାର କରିଥିଲେ ଯାହା
Read More...

ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକିଲେଣି ଗ୍ରାହକ । ରାତି ପାହିଲେ ପେଟ୍ରୋଲ, ଡିଜେଲ ଦାମ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶ ଛୁଆଁ ହେଲାଣି । ଏପରି ସ୍ଥିତିରେ ନଭେମ୍ବର ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଗ୍ୟାସ ଝଟକା । ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ
Read More...

ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ କମଲ ଲୋଚନ ମିଶ୍ର

ନବରଙ୍ଗପୁର : ଆଜି ଡ଼ଃ କମଲ ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଡ଼ଃ ମିଶ୍ର ନବରଙ୍ଗପୁରରେ ପହଞ୍ଚିବା ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।ଡ଼ଃ ମିଶ୍ର ଜିଲ୍ଲା କାର୍ଯ୍ୟାଳୟରେ
Read More...

ଟିମ୍‌ ଇଣ୍ଡିଆ ସେମିଫାଇନାଲରେ କିପରି ପହଞ୍ଚିବ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ : ନ୍ୟୁଜିଲ୍ୟାଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହୋଇପଡିଛି । ଭାରତକୁ ବର୍ତ୍ତମାନ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପଡିବ । ଯଦି ଭାରତୀୟ ଦଳ ଏହି ତିନି ଦଳକୁ ହରାଇବାରେ ସଫଳ ହୁଏ,
Read More...

୨ରୁ ବଢିବ ବର୍ଷା

ଭୁବନେଶ୍ୱର: ଆଜି ଦକ୍ଷିଣ ଓଡିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୨, ୩ ଓ ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳା ଜଗନ୍ନାଥ ମନ୍ଦିର ନିକଟରୁ ଏକ ପଦଯାତ୍ରା ବିଜେପି ମହିଳା ସଭାପତି ପି. ଲତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରଳା
Read More...