ଡିଜିପି ଅଭୟଙ୍କୁ ଅବସର ପାଇଁ ରାଜ୍ୟ ସରକାର ଦେଲେ ଅନୁମତି, ନୂଆବର୍ଷରେ ନୂଆ ଡିଜିପି ହେବେ ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜିପି ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ନେବା ପରେ ନୂଆ ଡିଜିପି ରାଜ୍ୟ ସରକାର ନିଯୁକ୍ତି ଦେବେ । ଏ ନେଇ ରାଜ୍ୟ!-->…
Read More...
Read More...