ଅକ୍ଟୋବର ୧୩କୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି
ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହାରୁଖ ଖାନଙ୍କ ଆର୍ଯ୍ୟନ ଖାନଙ୍କୁ ଆଜି ମିଳିଲାନି ଜାମିନ୍ । ମୁମ୍ବାଇ ଅଧିବେଶନ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ । ଏନସିବି!-->…
Read More...
Read More...