ସାମ୍ବାଦିକ ଅରିନ୍ଦମ ଦାସ ଏବଂ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ସିମନବାଡ଼ି ଗ୍ରାମବାସୀଙ୍କ ତରଫରୁ ଶୋକ ପ୍ରକାଶ
ଦାରିଙ୍ଗବାଡି,୨୭/୯: ଦିବଙ୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ୍ର ଅଣ୍ଡର ୱାଟର ଏକ୍ସପର୍ଟ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ଦୁହିଁଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ସିମନବାଡ଼ି ଗ୍ରାମବାସୀ ମାନଙ୍କ ତରଫରୁଏକ ଶୋକସଭା କରାଯାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି!-->…
Read More...
Read More...