ସଡକ ଦୁର୍ଘଟଣରେ ଜଣେ ମୃତ
ବାଲିଗୁଡା : ବାଲିଗୁଡ଼ା ଥାନା ବାରଖମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖରାପ ହୋଇଥିବା ଅଟୋ ସଜାଡ଼ୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ମୋଟରସାଇକେଲ । ଅଟୋ ସଜାଡ଼ୁଥିବା ପିତବାସ ଦିଗାଳ ନାମକ ଯୁବକ ମୃତ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କାମ୍ବାରକିଆ ଗ୍ରାମର ରବିଚନ୍ଦ୍ର!-->…
Read More...
Read More...