ବଜ୍ରପାତରେ ଦମ୍ପତିଙ୍କ ସହ ୩ ମୃତ

ସମ୍ବଲପୁର : ଆଜି ସ୍ଥାନୀୟ ବଡ ଡାକ୍ତରଖାନା ଭିମସାରରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପୋଷ୍ଟ ମାର୍ଟମ ପରେ ସେଗୁଡିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ବଜ୍ରପାତରେ ଯୁଯୁମୁରା ଥାନା ଅନ୍ତର୍ଗତ ବଡମାଲ ଗାଁରେ ଏକ ଦମ୍ପକ୍ଷି ସହ ୩ଜଣଙ୍କ ମୃତ୍ୟୁ…
Read More...

ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୯ -ହରିଦ୍ୱାର ଋଷିକେଶ ଦିବ୍ୟ ଜୀବନ ସଂଘର ମହାନ ସନ୍ଥ ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀକୁ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ବୌଦ୍ଧରେ ପାଳନ କରାଯାଇଛି । ଏନେଇ ଷ୍ଟାଡିୟମ ପରିସରରେ ଏକ ସ୍ୱତନ୍ତ୍ର ଯୋଗଶିବିର ଅନୁଷ୍ଠିତ ହୋଇଥିଲା ।…
Read More...

ଆଇପିଏଲରେ ୩ଟି ବଡ ରେକର୍ଡ ହାସଲ କଲେ ସାମସନ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୧ ପର୍ଯ୍ୟାୟ-୨ରେ ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୬୫ ରନ୍‌ ସ୍କୋର କରିବା ପରେ ଆଇପିଏଲରେ ୩୦୦୦ ରନ୍‌ ପୂରଣ କରିଛନ୍ତି । କେବଳ ଏତିକି ନୁହେଁ ରାଜସ୍ଥାନ ରୟାଲ୍ସ ପାଇଁ ୨୫୦୦ ରନ୍‌…
Read More...

ଅଧାପନ୍ତରିଆ କାର୍ଯ୍ୟ ଯୋଗୁଁ ନଗର ମଧ୍ୟସ୍ଥ ମୁଖ୍ୟମାର୍ଗରେ ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର :ସ୍ଥାନୀୟ ମୁଦିପଡା ନିକଟସ୍ଥ ଧୋବିଯୋର ଉପରେ ନିର୍ମାଣାଧୀନ ପୋଲର ମୁଖ୍ୟ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେଲାପରେ ଗତ ତିନିମାସରୁ ଊର୍ଦ୍ଧ୍ୱ ସମୟଧରି ଏହା ଅଧାପନ୍ତରିଆ ହୋଇ ପଡି ରହିଛି । ଏହାଫଳରେ ସମ୍ବଲପୁରର ପୁରାତନ ଅଞ୍ଚଳ ସହିତ ଯୋଗାଯୋଗ ମାର୍ଗ ବିଚ୍ଛିନ୍ନ ହୋଇରହିଛି ।…
Read More...

ଅମିତ ଶାହଙ୍କୁ ଭେଟିବେ କ୍ୟାପଟେନ୍‌ ଅମରିନ୍ଦର

ଚଣ୍ଡିଗଡ : କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ସନ୍ଧ୍ୟାରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୩:୩୦ ରେ କ୍ୟାପଟେନ୍‌ ଦିଲ୍ଲୀ ଯିବେ । କୁହାଯାଉଛି ଯେ କ୍ୟାପଟେନ…
Read More...

ଆୟେସା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୋନପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ ପତ୍ରାପାଲି ପଞ୍ଚାୟତର ଗିନ୍ଦୀଲାମାଲ ଗ୍ରାମଠାରେ ଜ଼ିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୟେସା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏଫଆଇ ଓଡିଶା ମୁଖ୍ୟ ସମୀର ମଲ୍ଲିକ ଅଂଚଳକୁ…
Read More...

ନିଆଁ ଲାଗି ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ

ଦଶପଲ୍ଲା :ଦଶପଲ୍ଲା ବ୍ଲକ୍‌ ମଧ୍ୟଖଣ୍ଡ ଗ୍ରାମରେ ଆଜି ଦିବା ୧୧ଟା ୩୦ ମିନିଟ ସମୟେ ଉପେନ୍ଦ୍ର ସାହୁ ( ରୁପ ସାହୁ )ଙ୍କ ଦୋକାନରେ ଆକସ୍ମିକ ଭାବରେ ନିଆଁ ଲାଗିଯିବା ଫଳରେ ଦୋକାନ ଗୃହ ସମେତ ୪ ବଖରା ଘର ପୋଡି ଯାଇଛି । ଘରେ ଥିବା ଆସବାବପତ୍ର ସମେତ ଘରର ସମସ୍ତ ଜିନିଷପତ୍ର ସଂପୂର୍ଣ୍ଣ ଭାବରେ…
Read More...

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁଜିତ ଦେହୁରୀ,ପିତା- ଲଛିନ୍ଦ୍ର ଦେହୁରୀକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଖଜୁରୀପଡ଼ା ଥାନା କେଶ୍‌ ନମ୍ବର ୦୮ /୨୦୧୬ ଅନୁଯାୟୀ ଜଣେ ମହିଳା…
Read More...

ନାବାଳିକା ଅସଦାଚରଣ ମାମଲା : ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଂଚଳର ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ଅସଦାଚରଣ ମାମଲାର ଫଇସଲା କରି ଫୁଲବାଣୀ ପୋକ୍ସ କୋର୍ଟର ବିଚାରପତି ସୌମ୍ୟକ ପାତ୍ର, ଆସାମୀ କବିରାଜ ବେହେରା(୫୫), ପିତା-ସ୍ୱର୍ଗତ ନଟିଆ ବେହେରାକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ…
Read More...

ବଳଙ୍ଗା ଥାନା ବିସ୍ଫୋରଣ ମାମଲା, ତଦନ୍ତ ଆରମ୍ଭ

ପୁରୀ : ପୁରୀର ବଳଙ୍ଗା ଥାନାରେ ବିସ୍ଫୋରଣ ମାମଲାର ତଦନ୍ତ ଆରମ୍ଭ ହୋଇଛି । ନିଜେ ପୁରୀ ଏସପି କେ ବିଶାଳ ସିଂ ଏହାର ତଦନ୍ତ କରୁଛନ୍ତି । କ’ଣ ପାଇଁ ଓ କିଭଳି ପରିସ୍ଥିତିର ଏହି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଇତି ମଧ୍ୟରେ ଡଗ ସ୍କ୍ୱାଡ ଓ ବମ ସ୍କ୍ୱାଡ ଥାନାରେ ପହଂଚି…
Read More...