ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଗୁରୁ ଦାୟିତ୍ବ
ନୂଆଦିଲ୍ଲୀ-ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ଜୁନ୍ 20 ରୁ ଇଂଲଣ୍ଡ ଗସ୍ତ ସହିତ ଆରମ୍ଭ ହେବ। ବିସିସିଆଇ ଶନିବାର ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ନୂତନ ଅଧିନାୟକ କରାଯାଇଛି।ଭାରତୀୟ ଦଳ ଏକ!-->…
Read More...
Read More...