ରାମେଶ୍ୱରୀଙ୍କୁ ଆନ୍ତର୍ଜାତୀୟ ସରୋଜିନୀ ନାଇଡୁ ନାଇଟଏଙ୍ଗଲ ସମ୍ମାନ
ଗଞ୍ଜାମ /ବ୍ରହ୍ମପୁର :ସେବା ସମର୍ପଣ ଏବଂ କଠିନ ପରିଶ୍ରମ ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ବିପରୀତ ସ୍ରୋତରେ ନିଜର ଦକ୍ଷତା ପାଇଁ ସମାଜ ତାଙ୍କୁ ସ୍ୱୀକୃତି ଦିଏ ସମ୍ମାନ ବି ଦିଏ । ତେବେ ବ୍ରହ୍ମପୁର ଭଳି ଏକ ଛୋଟିଆ ସହରର ଝିଅ ରାମେଶ୍ୱରୀ ନନ୍ଦ ଆଜି ଚର୍ଚ୍ଚାରେ । କୋଭିଡ଼ ମହାମାରୀ!-->…
Read More...
Read More...