ଇତିହାସ ରଚିଲା ସ୍ପେସ୍ ଏକ୍ସ, ପ୍ରଥମ ଥର ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ
ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ!-->…
Read More...
Read More...