ବନ୍ୟା ପାଣିରେ ଭାସିଗଲା କାର୍
ଆଠଗଡ଼ : ବନ୍ୟାରେ ଭାସିଗଲା କାର୍ । କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଖବର ଅନୁଯାୟୀ, ବନ୍ୟା ସିନା!-->…
Read More...
Read More...