ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ପରେ ମହିଳା ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ଦଳ ପ୍ରଥମ ଥର ଏହି କୃତିତ୍ୱ ହାସଲ କରି ଇତିହାସ ରଚିଛି । ଭାରତୀୟ ହକି ଦଳ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିବା ବେଳେ ଭାରତର
Read More...

ଖୋଲିଲା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ : କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ
Read More...

ପୁଣି ନିରାଶ କଲେ ଦୂତି

ଟୋକିଓ : ପୁଣିଥରେ ନିରାଶ କଲେ ଓଡ଼ିଶାର ଆଥଲେଟ୍ ଦୂତି ଚାନ୍ଦ । ୨୦୦ ମିଟରେ ରେସରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି । ଏହାପୂର୍ବରୁ ସେ ୧୦୦ ମିଟରେ ରେସରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ । ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪
Read More...

ଇଣ୍ଡିଆନ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର୧/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୪୧ ବର୍ଷପରେ ଇଣ୍ଡିଆନ ହକି ଟିମ୍‌ ବ୍ରିଟେନକୁ ହରାଇ ଅଲଂପିକ ସେମିକୁ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହକିକୁ ପ୍ରୋତ୍ସାହନ ଦେବାରେ
Read More...

୧୮ରୁ ୪୪ ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଫିଜିଓ ଥେରାପି ୟୁନିଟ୍‌ ଠାରେ ଟୀକାକରଣ

ବୌଦ୍ଧ,୧/୮ : ଆସନ୍ତାକାଲି ଠାରୁ ବୌଦ୍ଧ ସହରର ୧୮ରୁ ୪୪ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କ ପାଇଁ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯାଇଛି । ବୌଦ୍ଧର ପୁରୁଣାଜେଲ୍‌ ସମ୍ମୁଖ ଫିଜିଓଥେରାପି ୟୁନିଟ ଠାରେ ୧୮ରୁ ୪୪ ବର୍ଷ ବୟସ୍କ ହିତାଧିକାରୀ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା
Read More...

ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଛ ସହିତ ମିତ୍ରତା

ବ୍ରହ୍ମପୁର,୧/୮ : ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ୱ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ୱସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପଞ୍ଚବଟୀ (ବଟ,
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,୧/୮ - ବ୍ରହ୍ମପୁରାସ୍ଥିତ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୦୯ ଅଗଷ୍ଟରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ
Read More...