କ.ନୂଆଗାଁରେ ବିଜେଡ଼ିର ଦୁଇ ବରିଷ୍ଠ ପର୍ଯ୍ୟବେକ୍ଷକ,ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦଙ୍କୁ ଦେଲେ…

ବାଲିଗୁଡ଼ା,୩୦/୭: ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‌, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ଦିନିକିଆ କ.ନୂଆଗାଁ ଗସ୍ତ । ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପ୍ରଥମେ ଦିବଙ୍ଗତ
Read More...

ଗୁଣ୍ଟୁର ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର:ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ଯୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ
Read More...

ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଟୋକିଓ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏଥିସହ
Read More...

ରାଜ୍ୟରେ ଦ୍ୱିତୀୟ “ଏମ୍ସ’ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଉ ଏକ ଶାଖା ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ସେଦିଗରେ କାର୍ଯ୍ୟ ଯଥେଷ୍ଟ ଆଗେଇ ଥିଲେ ମଧ୍ୟ ଏହା ଆରମ୍ଭ କରାଯାଉ ନାହିଁ । ଏଥିପାଇଁ ସୁନ୍ଦରଗଡ଼ ଠାରେ ଭବନ ନିର୍ମାଣ କାର୍ଯ୍ୟ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍‌ କନସେନଟ୍ରେଟର ପ୍ରଦାନ

ବୌଦ୍ଧ,୩୦/୭- ଅମ୍ଳଜାନ ଅଭାବରୁ କେହି ଯେପରି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନାର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବେଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ
Read More...

ବୌଦ୍ଧବ୍ଲକର ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୩୦/୭:- ବୌଦ୍ଧବ୍ଲକ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୌଦ୍ଧର ଅଧ୍ୟକ୍ଷ ବାମଦେବ ତ୍ରିପାଠୀ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ୨ଟି ବାଘର ପ୍ରତିମୂର୍ତ୍ତି

ବ୍ରହ୍ମପୁର,୩୦/୭ : ବ୍ରହ୍ମପୁର ଆଇଟିଆଇ ପରିସରରେ ୨ଟି ବାଘ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ
Read More...