ଐତିହ୍ୟ ବିକାଶ ଯୋଜନାରେ ସମିଲ ହେବ ସାକ୍ଷୀ ଗୋପାଳ ଓ ବାକୁଳବନ
ପୁରୀ : ଐତିହ୍ୟ ପୀଠ ବିକାଶ ଯୋଜନା ରେ ସାମିଲ କରାଯିବ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ!-->…
Read More...
Read More...