ପାଟଣାଗଡ଼ରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ଭୂମିପୂଜନ କଲେ ଯୁବ ବିଧାୟକ
ପାଟଣାଗଡ଼,୧୩/୮ - ବଲାଙ୍ଗିର ଜିଲା ପାଟଣାଗଡ଼ରେ ଏକ ନୂତନ ଡାକ୍ତରଖାନା ରାମପାଳି ଠାରେ ଆଜି ପାଟଣାଗଡ଼ ଯୁବ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଛନ୍ତି । ବିଧାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଡାକ୍ତରଖାନାଟି ତିନି ମହଲା ବିଶିଷ୍ଟ ନିର୍ମିତ୍ତ ହେବ ।!-->…
Read More...
Read More...