ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲଂଘନ କରି ଲୁହାପଥର ପରିବହନ

କେନ୍ଦୁଝର,୨୩/୭ - ଜିଲ୍ଲାରେ ଖଣି ଚୋରି କିଛି ନୁଆ କଥା ନୁହେଁ, ପୂର୍ବରୁ ଜିଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ
Read More...

ଜାମ୍ବୁନାଳ ଉପରେ ୨ ଫୁଟ ପାଣି, କମିରା ୬ ଘଣ୍ଟା ବାହ୍ୟ ଜଗତରୁ ବିଚ୍ଛିନ୍ନ

ଜହ୍ନାପଙ୍କ,୨୩/୭- ଆଜି ସକାଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ଜହ୍ନାପଙ୍କଠାରୁ କମିରା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଫଳରେ କମିରା ଗ୍ରାମବାସୀ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ବାହ୍ୟଜଗତରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା ଭବାନୀପାଟଣାରୁ ଆରମ୍ଭ

ଭବାନୀପାଟଣା,୨୩/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି କଳାହାଣ୍ଡି ମାଁ ମାଣିକେଶ୍ୱରୀ ପୀଠରୁ ଆରମ୍ଭ ହେଲା କୋସଲ ସ୍ୱାଭିମାନ ପଦଯାତ୍ରା । ବିଭିନ୍ନ ସ୍ଥାନରେ ଏହି ଯୁବ ସମନ୍ୱୟ ସମିତିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ବୈଠକ, ନୂତନ କର୍ମକର୍ତ୍ତା ଚୟନ: ଶିତିକଣ୍ଠ ସଭାପତି ଓ ଜୀତେନ୍ଦ୍ରୀୟ ସଂପାଦକ ଘୋଷିତ

କଣ୍ଟାମାଳ,୨୩/୭- ବୌଦ୍ଧଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକମାନେ ସେମାନଙ୍କ
Read More...

ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ: ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଭାଗବତ ମେହେର ସଂପାଦକ

ବୌଦ୍ଧ,୨୩/୭ - ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫାପରେ ସାଙ୍ଗଠାନିକ କର୍ମକର୍ତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ଶିକ୍ଷକ ସଂଘର ଦୃଢ଼ ନିନ୍ଦା

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଅଏଲାସାରି ଗ୍ରାମର ଶିକ୍ଷକ ଉକାଲୁ ସା ବଲାଙ୍ଗୀରରୁ ନିଜ ଗାଁକୁ ଫେରୁଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ଲୁହା ଛଡରେ ତାଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କାପଇସା ଲୁଟି ନେଇ ତାଙ୍କର ହାତ ,ଗୋଡ଼ ଭାଙ୍ଗି ଦେଇଛନ୍ତି
Read More...

ବୌଦ୍ଧଜିଲ୍ଲା: ଆଜି ୭ସଂକ୍ରମିତ ଚିହ୍ନଟ, ବୌଦ୍ଧସହର ଆକ୍ରାନ୍ତ ଶୂନ୍ୟ

ବୌଦ୍ଧ,୨୩/୭: ଗତକାଲି ଜିଲ୍ଲାରେ ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୭ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧସହର
Read More...

ସମ୍ବଳ ଅନୁଷ୍ଠାନ ତରଫରୁ ଦୁଇଟି ଅସହାୟ ଶବସତ୍କାର

ସମ୍ବଲପୁର, ୨୩/୭- ଅସହାୟ ଓ ଅଜଣା ଅଚିହ୍ନା ଶବ୍ଦଗୁଡ଼ିକର ଶ୍ରଦ୍ଧା ସହିତ ଦାହ ସଂସ୍କାର ଦିଗରେ ସ୍ଥାନୀୟ ସକ୍ରିୟ ସାମାଜିକ ଅନୁଷ୍ଠାନ "ସମ୍ବଳ’ ଦ୍ୱାରା ଗତକାଲି ଦୁଇଟି ଶବସତ୍କାର କରାଯାଇଛି । ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅଜଣା ଅଚିହ୍ନା ବ୍ୟକ୍ତିର ମୃତ୍ୟୁପରେ
Read More...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ତୁରିକେଲା ବ୍ଲକ ଜିପିଓ

କଣ୍ଟାବାଞ୍ଜି,୨୩/୭- ଭିଜିଲାନ୍ସ ଜାଲରେ ତୁରିକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରାପଡିଛନ୍ତି । ହୋଇଥିବା ଅଭିଯୋଗ ଅନୁଯାୟୀ ଭିଜିଲାନ୍ସ୍ସ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଟିମ ମିଶି ଏକକାଳୀନ ପାଞ୍ଚୋଟି ଜାଗାରେ ଚଢଉ କରିଥିବା ଜଣାପଡିଛି
Read More...

ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଜ କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ
Read More...