ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି, ଆଗାମୀ ୪୮
Read More...

କନ୍ଧମାଳ ଜିଲ୍ଲାର ତିନି ବିଧାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା

କନ୍ଧମାଳ,୨୩/୭- କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ
Read More...

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା ଘଟଣା, ଦଂପତି ଗିରଫ

ବାଲିଗୁଡା,୨୩/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାରେ
Read More...

ନାଗସାପ କାମୁଡାରେ ଶିଶୁ ମୃତ

ଫୁଲବାଣୀ,୨୩/୭- କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ବିପିନି ଅମାୟତଙ୍କ ଝିଅ ଅନିଶା ଅମାୟତ (୩) ରାତିରେ ଘରେ ଶୋଇଥିବା ଅବସ୍ଥାରେ ତାକୁ ନାଗ ସାପ କାମୁଡି ଦେଇଥିଲା l ସକାଳୁ ପରିବାରବର୍ଗ ନିକଟସ୍ଥ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବାବେଳେ
Read More...

କନ୍ଧମାଳ : ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

କନ୍ଧମାଳ,୨୨/୭: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେନି ଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ
Read More...

ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା ।
Read More...

ଫୁଲବାଣୀ ବିଧାୟକ ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ଫୁଲବାଣୀ,୨୨/୭ - ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ଅନ୍ୟ ବିଜେଡି କର୍ମୀମାନେ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ଦୁତିପଡାଠାରେ ହେବାକୁ ଥିବା ସ୍ମାଟ ବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ
Read More...

ଭରତାପୂର ଗ୍ରାମରେ ବୃକ୍ଷରୋପଣ କାଯ୍ୟକ୍ରମ

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଭରତାପୂର ଗ୍ରାମରେ ପ୍ରାୟ ୨୦୦ ଔଷଧୀୟ ଏବଂ ଫଳଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲକେବିକେ ସରସରା, ନେହେରୁ ଯୁବକେନ୍ଦ୍ର, ମାହେଶ୍ୱରୀ ୟୁଥ କ୍ଲବର ସଦସ୍ୟଙ୍କ ସମେତ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ଏବଂ ମନୋଜ ଭୋକ୍ତାଙ୍କ
Read More...

ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍‌ ଠାରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍‌ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦେଇ ବିପଯ୍ୟୟ
Read More...

ଉତ୍କଟ ପାନୀୟଜଳ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ

ସମ୍ବଲପୁର, ୨୨/୭- ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ବୋଲାଉଥିବା ଓ ହୀରାକୁଦ ଜଳଭଣ୍ଡାରର ତଳେ ରହିଥିବା ସମ୍ବଲପୁବାସୀଙ୍କୁ ମଧ୍ୟ ଜଳକଷ୍ଟ ଅତିଷ୍ଠ କରିଦେଇଛି । ମହାନଗର ନିଗମର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟାରୁ ବର୍ତ୍ତିନାହିଁ ଓ ବିଶେଷକରି ସାକ୍ଷୀପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟଜଳ
Read More...