ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ; ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା…

ଭୁବନେଶ୍ୱର:ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି
Read More...

ମେ ୨ରୁ ଓଜେଇଇ

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା
Read More...

30ରୁ ଚନ୍ଦନ ଯାତ୍ରା, ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ

ପୁରୀ : ଆଗାମୀ ୩୦ତାରିଖ ବୁଧବାର ଚନ୍ଦନ ଯାତ୍ରା । ଏଥି ପାଇଁ ପୁରୀ ପୋଲିସ ପ୍ରସ୍ତୁତିଚୁଡାନ୍ତ କରିଛି।ଆସନ୍ତା ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ଏସ ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
Read More...

ପାଇପ୍ ଷ୍ଟାକ୍‌ୟାର୍ଡରେ ନିଆଁ, ଜଳିଗଲା ଗଚ୍ଛିତ ପାଇପ୍

ପାରାଦୀପ:ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ନିକଟରେ ଏକ ପାଇପ୍ ଷ୍ଟାକ୍‌ୟାର୍ଡରେ ଅଗ୍ନିକାଣ୍ଡ ଘଟିବାରୁ ସେଠାରେ ଗଛିତ ପାଇପ୍ ଗୁଡିକ ଜଳିଯାଇଛି । ଘଟଣାରୁ ପ୍ରକାଶଯେ, ସୋମବାର ଦିନ ପୂର୍ବାହ୍ନରେ ପାରାଦୀପ ରିଫାଇନାରି ନିିକଟରେ ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀର ପାଇପ୍
Read More...

୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ନୂଆଦିଲ୍ଲୀ : ଆଉ ଚଳିବନି ପାକିସ୍ତାନର ପ୍ରୋପାଗଣ୍ଡା। ଆତଙ୍କୀସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍। ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍। ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଜାମ୍ମୁ କାଶ୍ମୀରର
Read More...

ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ,ପ୍ରତିବଦ୍ଧତା ଓ ଉତ୍ତରଦାୟୀ ଭାବେ କାର୍ଯ୍ୟ କାରି…

ପୁରୀ :କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ଅପରାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସମୀକ୍ଷା କରିଥିଲେ।ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା
Read More...

‘ପ୍ରତ୍ୟେକ ଭାରତୀୟ ଏକ ହେବା ଉଚିତ’, ଶ୍ରୀନଗରରେ ରାହୁଲ ଗାନ୍ଧୀ କହିଲେ- ଆମେ କେନ୍ଦ୍ର ସରକାରଙ୍କ ସହ…

ଶ୍ରୀନଗର : ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି। ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଆହତ ଏବଂ ପୀଡିତ ପରିବାରକୁ ଭେଟିଥିଲେ। ସେ ଶ୍ରୀନଗରରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ସେ କହିଥିଲେ ଯେ ସମଗ୍ର
Read More...

ଅରେଞ୍ଜ କ୍ୟାପ୍ ଦୌଡରେ ବିରାଟ, ଶୀର୍ଷରେ ସାଇ

ନୂଆଦିଲ୍ଲୀ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍‌ଗୁଡ଼ିକ ଏବେ ଆଗକୁ ବଢ଼ିବାରେ ଲାଗିଛି । ଏବେ ଅରେଞ୍ଜ କ୍ୟାପ୍ ପାଇଁ ଲଢେଇ ବହୁତ ଆକର୍ଷଣୀୟ ହେବାରେ ଲାଗିଛି । ଆଇପିଏଲରେ ଅରେଞ୍ଜ କ୍ୟାପ୍ ପାଇଁ ଲଢେଇ ଏବେ ବହୁତ ଗମ୍ଭୀର ହେବାରେ ଲାଗିଛି । ଲକ୍ଷ୍ନୌ ସୁପରଜାଏଣ୍ଟସର ନିକୋଲସ ପୁରନ ଅରେଞ୍ଜ
Read More...

ଗିରଫ ହେଲେ ଆସାମ ବିଧାୟକ, କାହିଁକି ଜାଣନ୍ତୁ

ଶ୍ରୀନଗର: ଦୁଇ ଦିନ ପୂର୍ବେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ସମର୍ଥନ କରିଥିବା ଅଭିଯୋଗରେ ବିରୋଧୀ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍‌)ବିଧାୟକ ଅମିନୁଲ ଇସଲାମଙ୍କୁ ଗୁରୁବାର ଦିନ ଆସାମ
Read More...

ପୁରୀ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ -୨୦୨୫ ପାଳନ:ଗ୍ରାମାଞ୍ଚଳର ବିକାଶ ବିନା ରାଜ୍ୟ ଓ ଦେଶର ବିକାଶ ଅସମ୍ଭବ

ଭୁବନେଶ୍ୱର: ଆମ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି
Read More...