ବନବିଭାଗରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ
ବୌଦ୍ଧ,୯/୭- ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସେମାନଙ୍କ ଅଭିଯୋଗ ମଧ୍ୟରେ ଓଏଫଏସବିବି ସ୍କିମରେ କଣ୍ଟାମାଳ ମନମୁଣ୍ଡାରେ ୬୦ଟି ଭିଏସଏସରେ!-->…
Read More...
Read More...