୫ଟ୍ରାକ୍ଟର ସହ ମିନି ଟ୍ରକ୍‌ ଜବତ, ୮୩ ହଜାର ଜରିମାନା ଆଦାୟ

ଚଣ୍ଡିଖୋଲ : ଦର୍ପଣ ତହସିଲ ଅଧୀନ ବାଲିକୁଦା ମାଣ୍ଡୁକା ଧଉଳୀପଡ଼ା ଅଞ୍ଚଳରେ ଲଗାତର ଚଢାଉ କରି ତହସିଲଦାର ପ୍ରଦୀପ କୁମାର ସେଠୀ ତିନି ଟ୍ରାକଟର ଜବତ କରି ଜରିମାନା ଆଦାୟ କରିଛନ୍ତି । ସେହିପରି ଶକୁନନ୍ତରାପୁର ଚଣ୍ଡିଖୋଲ ଜାତୀୟ ରାଜପଥରେ ଦୁଇ ଚିପ୍ସ ବୋଝେଇ ଟ୍ରାକ୍ଟର ସହ ମିନି ଟ୍ରକକୁ ଜବତ
Read More...

ବୌଦ୍ଧ ସହରରେ ବୁଲୁଛି ଓଟ

ବୌଦ୍ଧ : ବୌଦ୍ଧ ସହରରେ ଗତ କିଛି ଦିନ ହେବ ଏକ ଓଟ ବୁଲୁଥିବା ଦେଖିବାକୁ ମିଳୁଛି । ଓଟଟିକୁ ତା ମାଲିକ ଛାଡି ଦେଇଥିବା ଅନୁମାନ କରାଯାଉଛି । ଓଟ ଖାଦ୍ୟ ପାଇଁ ଏଣେତେଣେ ପ୍ରବେଶ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ବୌଦ୍ଧ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଓଟକୁ ଉଦ୍ଧାର କରି ଏକ
Read More...

ଦେବଭୂମିରୁ ତିରଥଙ୍କ ବିଦାୟ: ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ରାତି ପ୍ରାୟ ୧୧.୧୫ ସମୟରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ଦେଇଛନ୍ତିି । ସେ କେବଳ ୧୧୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିପାରିଥିଲେ । ଏହାପୂର୍ବରୁ ଭାଗବତ ସିଂ କୋଶାରି ୨୦୦୨ ରେ ବିଜେପିରୁ ୧୨୩ ଦିନ
Read More...

୧୨ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ, ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିପାରେ । ଆସନ୍ତା ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ହେଲେ ଓଡ଼ିଶାରେ ଭଲ ବର୍ଷା କରାଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର
Read More...

ରାଜ୍ୟରେ ପୁଣି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୨୯୧୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ମୃତ ବାର୍ହା ସହ ବାଇକ ଜବତ, ୨ ଗିରଫ

ଦଶପଲ୍ଲା,୩/୭ :- ଗୁରୁବାର ବିଳମ୍ବିତ ରାତିରେ ଦଶପଲ୍ଲା ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ବାଇକ ସହିତ ଏକ ମୃତ ବାର୍ହା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟାଙ୍ଗିସାହି ଗ୍ରାମର ଭାଗିରଥି ଯାନୀ ଓ ତ୍ରିଲୋଚନ ଯାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ
Read More...

ଗୁଣପୁର ବନଖଣ୍ଡ ଦ୍ବାରା ରୋବାଡି ଗ୍ରାମରେ ୭୨ତମ ବନମହୋତ୍ସବ ପାଳିତ

ରାୟଗଡ/୨/୭/୨୧: ରାୟଗଡ ଜିଲ୍ଳା ରାମନାଗୁଡା ବ୍ଳକ ଅନ୍ତର୍ଗତ ରୋବାଡି ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥିମକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁଣପୁର ବନଖଣ୍ଡ ଦ୍ୱାରା ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ
Read More...

ନାଗାବଳୀ ଲାୟନ୍ସ କ୍ଲବ ଓ ସେଞ୍ଚୁରିଆନ ୟୁନିଭରସିଟିର ମିଳିତ ବନମହୋତ୍ସବ କାର୍ଯ୍ୟକ୍ରମ

ରାୟଗଡ/୨/୭/୨୧: ଚଳିତ ଜୁଲାଇ ମାସ ୧ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବନ ମହୋତ୍ସବ ସପ୍ତାହ ପାଳନ ହେବ । ଏହି ପରିପ୍ରେକ୍ଷୀରେ ରାୟଗଡ ସହରର ନାଗାବଳୀ ଲାୟନ୍ସ କ୍ଳବ ଏବଂ ସେଂଚ୍ୟୁରିଆନ୍ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ସେଂଚ୍ୟୁରିଆନ୍ କ୍ୟାମ୍ପସ ପରିସରରେ
Read More...

ପ୍ରକଳ୍ପ ନିର୍ମାଣକୁ ୧୪ ବର୍ଷ ଧରି ଆଶାନେଇ ବଞ୍ଚୁଛନ୍ତି ଜମିହରା ଗ୍ରାମବାସୀ

ରାୟଗଡ/୨/୭/୨୧: କଂସାରୀଗୁଡାରେ ଆଲୁମିନା କମ୍ପାନୀ ପ୍ରତିଷ୍ଠା ହେବା ଆଶାକୁ ପୂରି ଗଲାଣି ୧୪ବର୍ଷ । ଚାଷ ଉପଯୋଗୀ ଜମି ଦେଇ ଜମିହରା ହୋଇ ବସିଛନ୍ତି ଏବେ ଗ୍ରାମବାସୀ । ନା ହେଉଛି କମ୍ପାନୀ ନା ହୋଇପାରୁଛି ଚାଷ । ଫଳରେ ତଳିତଳାନ୍ତ ହୋଇ ଜୀବନଜୀବିକା ନିର୍ବାହ କରୁଛନ୍ତି ରାୟଗଡ ଓ କୋରାପୁଟ
Read More...