Sign in
Sign in
Recover your password.
A password will be e-mailed to you.
ଚାଲିଛି ମାଉସୀମା’ଙ୍କ ପୋଡପିଠା ପ୍ରସ୍ତୁତି
ପୁରୀ,୧୮/୭- ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । ବାହୁଡା ଯାତ୍ରା ଅବସରରେ ମାଉସୀ ମା'ଙ୍କ ପୂଜକ ବିଶ୍ୱନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି!-->…
Read More...
Read More...
ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟ ପ୍ରତିବାଦରେ କୋଶଲ ଯୁବ ସମନ୍ୱୟ ସମିତି କରିବ ପଦଯାତ୍ରା
ବଲାଙ୍ଗୀର,୧୮/୦୭(ହୀ.ପ୍ର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷା ଓ ଆଞ୍ଚଳିକ ବୈଷମ୍ୟ ଆଚରଣ ବିରୁଦ୍ଧରେ କୋଶଲ ଯୁବ ସମନ୍ୱୟ ସମିତି ପଦଯାତ୍ରା କରି ଦୃଢ ପ୍ରତିବାଦ କରିବ । ଯାଦବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କେୱାଇସିସି କାର୍ଯ୍ୟକାରୀ!-->…
Read More...
Read More...
ଓଡିଶା ଜୀବିକା ମିଶନରେ ଅନିୟମିତତା ନେଇ ଅଭିଯୋଗ
ସମ୍ବଲପୁର, ୧୮/୭- ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଳକ ଶାସନ ପଂଚାୟତରେ ଘଟିତ ଏକ ଅଭାବନୀୟ ଘଟଣା ଅନୁସାରେ ଓଡ଼ିଶା ଜୀବିକା ମିଶନରେ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାପ୍ତ ଏହି ଅଭିଯୋଗ ଅନୁଯାୟୀ ପଞ୍ଚାୟତସ୍ତରୀୟ ବିଭିନ୍ନ ପଦପଦବୀ ପାଇଁ ଚୟନ ପ୍ରକ୍ରିୟାରେ ଉଚିତ ଭାବରେ!-->…
Read More...
Read More...
ଜିଲ୍ଲାବ୍ୟାପୀ ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ
ଦେବଗଡ଼,୧୮ା୭: ଜିଲ୍ଲାବ୍ୟାପୀ ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ ନିମନ୍ତେ ସ୍ୱାବ୍ସଂଗ୍ରହ କାର୍ଯ୍ୟ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ!-->…
Read More...
Read More...
ଆସନ୍ତାକାଲି ବୌଦ୍ଧଜିଲ୍ଲାରେ ପୁଣି ଆରମ୍ଭ ହେବ ଟିକାକରଣ
ବୌଦ୍ଧ,୧୮/୭- ଆସନ୍ତାକାଲିଠାରୁ ପୁଣି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେବ କୋଭିଡ ଟିକାକରଣ । ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କ ପାଇଁ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୦ ଜଣଙ୍କୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ କେନ୍ଦ୍ରରେ ୨୦୦, ମନମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୧୬ ଆକ୍ରାନ୍ତ ଚିହ୍ନଟ, ୫ ମୃତ
ବୌଦ୍ଧ,୧୮/୭: ଗତକାଲି ଜିଲ୍ଲାରେ ୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ବୃଦ୍ଧିପାଇ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ହରଭଙ୍ଗା!-->…
Read More...
Read More...
ଦକ୍ଷିଣ ମୋଡ ହେଲା ତିନି ରଥ
ପୁରୀ,୧୭/୭- ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି । ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ!-->…
Read More...
Read More...
ବଜ୍ରାଘାତରେ ୨ ନାବାଳିକା ଗୁରୁତର
ଯୋଡା,୧୭/୭- ବଜ୍ରାଘାତରେ ୨ ନାବାଳିକା ଗୁରୁତର, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନେ ହେଲେ, ବଡ଼ବିଲ, ଦାମୁ ହଟିଂ ଅଂଚଳର ମିଥୁନ ମହାକୁଡ଼ଙ୍କ ୮ ବର୍ଷର ଝିଅ ତପସ୍ୱିନୀ ମହକୁଡ଼ ଓ ଅମ୍ରିକ ସିଂହଙ୍କ ୯ ବର୍ଷର ଝିଅ ମନୀଷା କୌର ।!-->…
Read More...
Read More...
ରାସ୍ତାରେ ଚାଲୁଛି ଡ୍ରେନପାଣି, ସଫା ହେଉନି ଡ୍ରେନ
ବୌଦ୍ଧ/ ଜହ୍ନାପଙ୍କ,୧୭/୭ - ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପ୍ରତି ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି।ଗାଁକୁ ସଫା ସୁତୁରା କରିବା ପାଇଁ ପ୍ରତିବର୍ଷ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କିନ୍ତୁ ଏହି ଅନୁଦାନ ଅର୍ଥକୁ ବାଟମାରଣା ଯୋଗୁଁ ଗାଁର ରାସ୍ତାଘାଟ,!-->…
Read More...
Read More...