ଦେଶରେ ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଭାରତରେ କରୋନାର ଦ୍ୱିତୀୟ ତରଙ୍ଗର ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯ହଜାର ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଏବଂ ୭୨୩ ଜଣଙ୍କ ମୃତ୍ୟୁ । ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୩୯,୭୯୬ ନୂତନ କରୋନା ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ଲକ୍ଷ ୮୫ ହଜାର!-->…
Read More...
Read More...