ଟ୍ରକ,ଟ୍ରାକ୍ଟର ଓ ଅଟୋ ସହ ୭କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ , ୬ ଗିରଫ
ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ମାଳି ଢେପାଗୁଡା ନିକଟରେ ଟ୍ରକରେ ରାଜସ୍ଥାନ ଆଜମିରକୁ ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଢ଼ାଉ କରି ପୋଲିସ ପାଇଛି ଏହି ସଫଳତା । ଏହି ଘଟଣାରେ ୬ଜଣ ଚାଲାଣ କାରୀକୁ ଗିରଫ କରିବା ସହ ବ୍ୟବହୃତ ଟ୍ରକ,!-->…
Read More...
Read More...