ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୩ ଗୁରୁତର

ହରଭଙ୍ଗା,୧୫/୭- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ-କୁଶଙ୍ଗ ରାସ୍ତାର ଅଯୋଧ୍ୟା ନିକଟରେ ସାଇକେଲ ଓ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାମତେ ଧୁଙ୍ଗିଆମୁଣ୍ଡାଗ୍ରାମର ରମାକାନ୍ତ ମଲ୍ଲିକ(୩୫) ତାଙ୍କର ସ୍ତ୍ରୀ ରଶ୍ମିତା ମଲ୍ଲିକ (୨୮),…
Read More...

ରାୟଗଡ ବିଇଓଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ,୧୫/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଗାନ୍ଧିନଗର ଶିକ୍ଷା କ୍ଳଷ୍ଟର ତରଫରୁ ସ୍ଥାନୀୟ ବୁଦୁରାୱାଲସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଳକ ଶିକ୍ଷାଧିକାରୀ(ବିଇଓ)ଭଜନଲାଲ…
Read More...

ବିଜେପି କନ୍ଧମାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ,୧୫/୭- ଭାରତୀୟ ଜନତା ପାର୍ଟି କନ୍ଧମାଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀର ଏଫସିଆଇ ଛକ ନିକଟସ୍ଥ ଦେବ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦୁର୍ନୀତି, କନ୍ଧମାଳ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଅନେକ…
Read More...

ରାୟଗଡରେ ଓଡିଶା ବନ୍ଦ ଡାକରାକୁ ରାୟଗଡ ଜିଲ୍ଳା କଂଗ୍ରେସ ଓ ଆପ୍‌ ଦଳର ସମର୍ଥନ

ରାୟଗଡ,୧୫/୭: ଡିଜେଲ,ପେଟ୍ରୋଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ଆଜି ସକାଳ ୬ଘଂଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଓଡିଶା ରାଜ୍ୟ କାଉନସିଲ,ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ), ଓଡିଶା ରାଜ୍ୟ କମିଟି, ଅଲ ଇଣ୍ଡିଆ…
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆପିଢ଼ିଙ୍କ ପାଇଁ ସ୍କିଲ୍‌ ଡେ଼ଭଲପମେଣ୍ଟ ଏକ ରାଷ୍ଟ୍ରୀୟ ଆବଶ୍ୟକତା - ପ୍ରଧାନମନ୍ତ୍ରୀଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁପୂରିଲା ୬ ବର୍ଷ•…
Read More...

ପଏଁରୀ ଅନୁଷ୍ଠାନକୁ ଡବ୍ଲୁଓ଼ଡିସି ସିଇଓ ଓ ଜିଲ୍ଲାପାଳଙ୍କ ପରିଦର୍ଶନ

ସୁବର୍ଣ୍ଣପୁର,୧୫/୭- ଆଜି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରିଥିଲେ । ଅନୁଷ୍ଠାନର…
Read More...

ଗୋନାସିକା ପାର୍କରେ ୮ ବର୍ଷ ବାଳକର ମୃତ୍ୟୁ

କେନ୍ଦୁଝର,୧୫/୭ – କେନ୍ଦୁଝର ସହର ଠାରୁ ୮ /୯ କି.ମି ଦୂରତା, ଡ଼ିମ୍ବୋ ପଞ୍ଚାୟତ ଅଧିନ ଗୁହାଳ ଚଟୁଆ ଠାରେ ଥିବା ଗୋନାସିକା ପାର୍କ ଠାରେ ଗତକାଲି ଦିନ ୧୨ଟା ସମୟରେ ସେଠାରେ ଚୌକି ଦାର କାର୍ଯ୍ୟ କରୁଥିବା କ୍ଷେତ୍ର ବାସି ମହାନ୍ତଙ୍କ ଆ୦ ବର୍ଷ (୮) ର ପୁଅ ଶକ୍ତିଧର ମହାନ୍ତ ପାର୍କ ମଧ୍ୟରେ…
Read More...

ଫୁଲବାଣୀରେ ଓଡିଶାବନ୍ଦର ଆଂଶିକ ପ୍ରଭାବ

ଫୁଲବାଣୀ,୧୫/୭- ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସମେତ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରଦାମ ବୃଦ୍ଧି ନେଇ ବାମପନ୍ଥୀଦଳ ପକ୍ଷରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ ମୂଲିଆ ସଂଗଠନ ସମର୍ଥନ ଜଣାଇ ଥିଲେ , ହେଲେବି…
Read More...

ତୈଳ ଓ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ବାମଦଳ ସମେତ କଂଗ୍ରେସର ବନ୍ଦ ଡାକରା

ଦଶପଲ୍ଲା,୧୫/୭ :- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟାବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ,ଡିଜେଲ ,ରନ୍ଧନ ଗ୍ୟାସ୍‌ର ଦରଦାମ ବୃଦ୍ଧିକୁ ନେଇ ଓଡ଼ିଶା ର ୪ ଟି ବାମଦଳ ପକ୍ଷରୁ ଆଜି ଦଶପଲ୍ଲା…
Read More...

ରାୟଗଡ ଜିଲ୍ଳାର ବିକାଶ: ଗର୍ଭଯନ୍ତ୍ରଣା ନେଇ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା

ରାୟଗଡ/୧୫/୭: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁକମ୍ପାରେ ପଛୁଆ ଓ ଆକାଂକ୍ଷା ଜିଲ୍ଳା ଭାବେ ପରିଚିତ ଥିବା ରାୟଗଡ ଜିଲ୍ଳାରେ ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଳାରେ ୩ଟି ଅଗ୍ରଣୀ…
Read More...