ଫୁଲବାଣୀରେ ଜାଳେଣି ଗ୍ୟାସ୍ କଳାବଜାରୀ ରୋକିବାକୁ ଧରପଗଡ, ଜନବସତି ଅଂଚଳର ଘରେ ଗଚ୍ଛିତ ୪୯ଟି ସିଲିଣ୍ଡର ଜବତ
ଫୁଲବାଣୀ୧୬। ୪ : ଫୁଲବାଣୀ ରେ ଜାଳେଣି ଗ୍ୟାସ୍ ସିଲିଣ୍ଡର କଳା ବଜାରି ଜୋରସୋରରେ ଚାଲିଛି। ଗ୍ୟାସ୍ ଏଜେନ୍ସି ମାନଙ୍କ ପାଖରୁ ସିଲିଣ୍ଡର ଆଣି ନିଜ ଘରେ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଜଣେ କଳା ବଜାରି ର ଘରେ ତଲାସି କରି ୪୯ ଟି ସିଲିଣ୍ଡର ଜବତ କରିଛି ଜିଲ୍ଲା ଖାଉଟି ଜୋଗାଣ!-->…
Read More...
Read More...