ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି

ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍‌ôର ଗାଥା ବହନ କରିବା ନିମନ୍ତେ
Read More...

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା,୩୦/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀ ସାହୁଙ୍କୁ
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅ

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଚାଲିଛନ୍ତି,ଯାହା କରୋନା ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଗତକାଲି ସୁପ୍ରିମେ କୋର୍ଟ ପ୍ରବାସୀ ଶ୍ରମିକ ଓ କେନ୍ଦ୍ର ସରକାରଙ୍କର "ୱାନ ନେସନ,ୱାନ
Read More...

ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

ବୌଦ୍ଧ/ବାଉଁଶୁଣୀ, ୩୦/୬ - ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ
Read More...

କୋଭିଡ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜକୁ ଅନୁମୋଦନ କରିଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ମହାମାରୀ
Read More...

ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ଼ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନଙ୍କ ପାଇଁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍‌ ଖେଳାଳି ମିତାଲି ରାଜ ଏବଂ ଟପ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ନାମ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଜୁନ ପୁରସ୍କାର
Read More...

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗିଦେଲା ମାଆ, ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୩୦/୬: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ୍ୱ ଏବେ
Read More...

ବୌଦ୍ଧ ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକା

ବୌଦ୍ଧ,୩୦/୬-ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ଏ
Read More...

ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ
Read More...