Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡି ଅଂଚଳରେ ସରକାରୀ ଜମି ମାଫିଆଙ୍କ ରାଜ,୨ଜଣଙ୍କୁ ଗିରଫ କଲା ପୋଲିସ
ଦାରିଙ୍ଗବାଡି :ଦାରିଙ୍ଗବାଡ଼ି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏକ ସରକାରୀ ଜମିକୁ ନିଜର ଦର୍ଶାଇ ସେଠାରେ ଜଣେ ବ୍ୟକ୍ତି କରିଥିବା ଘର ଭଙ୍ଗାରୁଜା ସହ ଗଣ୍ଡଗୋଳ କରି ଫେରାର୍ ଥିବା ବାପପୁଅଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି ।!-->…
Read More...
Read More...
ଜନବିରୋଧ ସତ୍ତ୍ବେ ଗହଳି ଅଞ୍ଚଳରେ କୋଭିଡ ହସ୍ପିଟାଲ
ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ତୃତୀୟ ଲହରୀର ସହିତ ଆଗାମୀ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ତୃତୀୟ କୋଭିଡ ହସ୍ପିଟାଲ ରୂପେ ବିକାଶ ସିଟି ହସ୍ପିଟାଲର ଘୋଷଣାକୁ ସ୍ୱାଗତ କରାଗଲା । କିନ୍ତୁ ଏଥିପାଇଁ ନଗର ମଝିରେ ଜନଗହଳି ପୂର୍ଣ୍ଣ!-->…
Read More...
Read More...
ଅପରାହ୍ନରେ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍!-->…
Read More...
Read More...
କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ମହାରଥୀ ଡାକ୍ତର ସ୍ନେହାଶିଷ ଗିରି
ଫୁଲବାଣୀ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ମହାରଥୀ ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହାଶିଷ ଗିରି । କରୋନା ଯୋଦ୍ଧା ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ସେ କରେନାରେ ଆକ୍ରାନ୍ତ ହେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ!-->…
Read More...
Read More...
ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ : ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ!-->…
Read More...
Read More...
ରାଜପୁତମାନଙ୍କର ସାହସ ଓ ବୀରତ୍ୱର ପ୍ରତୀକ ‘ଚିତ୍ତୋରଗଡ ଦୁର୍ଗ’, ଦେଖନ୍ତୁ ଫଟୋ
ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଚିତ୍ତୋରଗଡ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ରାଜପୁତମାନଙ୍କର ସାହସ, ବୀରତ୍ୱ, ବଳିଦାନ, ବଳିଦାନ ଏବଂ ସମ୍ଭ୍ରାନ୍ତତାର ପ୍ରତୀକ ଅଟେ । ଚିତ୍ତୋରଗଡର ଏହି ଦୁର୍ଗ ରାଜପୁତ ଶାସକଙ୍କ ବୀରତ୍ୱ, ସେମାନଙ୍କର ଗୌରବ ଏବଂ ଶକ୍ତିଶାଳୀ!-->…
Read More...
Read More...
ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ
ଲକ୍ଷ୍ନୌ: ସ୍ୱଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା ସହ ‘ଅବିବାହିତ ରୋଗ’ ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହା!-->…
Read More...
Read More...
ପୁଣି ବଢିଲା ସଂକ୍ରମଣ, ଦିନକରେ ୪୮ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଗତକାଲି ୩ହଜାର ତଳକୁ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୩ ହଜାର ପରେ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା!-->…
Read More...
Read More...