ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗଜପତି,୨୯/୬- ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଗତକାଲି ଦିଆଯାଇଛି । ଶ୍ରୀ ସାହା ଜାନୁଆରୀ ୧୭, ୨୦୧୮ ରୁ ୨୮ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଭାବରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସୁଥିଲେ । ଆସନ୍ତାକାଲି ରାଜ୍ୟ
Read More...

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପରଧିଆପାଲିରୁ ବିସ୍ଥାପନ ଆରମ୍ଭ

ବଲାଙ୍ଗୀର,୨୯/୬- ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଲୋଇସିଂହା ବ୍ଳକ ପରଧିଆପାଲିରୁ ବିସ୍ଥାପନ ଆରମ୍ଭ ହୋଇଛି । ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ପୋଲିସ୍‌ ଉପସ୍ଥିତିରେ ସଂପୂର୍ଣ୍ଣ କ୍ଷତିପୂରଣ ପାଇଥିବା ଘର ଭଙ୍ଗାଯାଇଛି । ୨୯୦ ପରିବାର ମଧ୍ୟରୁ ୨୨୦ଟି ପରିବାର
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର, ୧୦୦ ୟୁନିଟ ରକ୍ତ ସଂଗ୍ରହ

ଚଣ୍ଡିଖୋଲ : ବଡଚଣା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟଳୟର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଜେପି ରାଜ୍ଯ ସଂପାଦକ ଅମର ନାୟକ ନିଜେ ରକ୍ତଦାନ କରିବା ସହ ଏହି ଶିବିରକୁ ଉଦଘାଟନ କରିଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀର
Read More...

କମିଶନରେଟ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା

କଟକ : କମିଶନରେଟ ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ସହିଦନଗର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ମିଳିତ ଭାବେ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । କଟକ, ବଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।ଗିରଫ ଠକ ଗ୍ୟାଙ୍ଗ ନିକଟରୁ ୪ ଶହରୁ ଅଧିକ ସିମ୍‌
Read More...

୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କ ମହତପଣିଆ, ଗୁରୁତର ରୋଗୀଙ୍କୁ ରକ୍ତଦାନ କଲେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ୧୦୮ ଜରୁରୀକାଳୀନ ସେବାରେ ନିୟୋଜିତ ଓ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରପଦରର ଯୁବକ ଦୀନବନ୍ଧୁ ମହାକୁଡ଼ଙ୍କ ମହତପଣିଆଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ୧୦୮ ସେବା ଭଳି ଏକ ଗୁରୁତ୍ୱପୂର୍ଣ ଓ
Read More...

ପଞ୍ଜାବରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍‌ ନିର୍ବାଚନ ଜିତିଲେ ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା ବିଜୁଳି

ଚଣ୍ଡିଗଡ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (ଏଏପି) ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ଆପ ପଞ୍ଜାବ ବିଧାନସଭା
Read More...

‘ଖେଳ ରତ୍ନ’ ପାଇଁ ଦୂତୀଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶର ସର୍ବେ଼ାଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ରାଜ୍ୟ ସରକାର ସୁପାରିସ କରିଛନ୍ତି । ସେହିପରି ପୁରୁଷ ହକି ଦଳର ଷ୍ଟାର୍‌ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌
Read More...

ବୌଦ୍ଧ: ଜିଲ୍ଲାରୁ ୧୯ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୧୭୭

ବୌଦ୍ଧ,୨୯/୬- ଆଜି ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରୁ
Read More...