Sign in
Sign in
Recover your password.
A password will be e-mailed to you.
କନ୍ଧମାଳ କଳାବିକାଶ କେନ୍ଦ୍ରର ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା,୧୧/୬- ବିଶ୍ଵ ମହାମାରୀ କରୋନାର କରାଳ ଛlୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ଦେଢ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି ।ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l ମୁଁହ ରେ ରଙ୍ଗ ମାରି ମନୋରଞ୍ଜନର ଖୋରାକ!-->…
Read More...
Read More...
ସମସ୍ତ ସତର୍କତା ସହିତ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ଘୋଷଣା
ସମ୍ବଲପୁର, ୧୧/୬- ଗତକାଲି ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି, ଝାଡୁଆପଡ଼ା କାର୍ଯ୍ୟାଳୟରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ବସିଥିଲା । ଆସନ୍ତା ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ କେମିତି ଶାନ୍ତିଶୃଙ୍ଖଳା ସହ ଶିବବିବାହ ଉତ୍ସବ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଗତ!-->…
Read More...
Read More...
ନଗର ନିଗମ ଅଞ୍ଚଳରେ ଜଳ ସଙ୍କଟ ଅବ୍ୟାହତ
ସମ୍ବଲପୁର, ୧୧/୬- ସ୍ଥାନୀୟ କ୍ଷେତରାଜପୁର ଅନ୍ତର୍ଗତ ତାଲଭଟାପଡା ଏକ ବିସ୍ତୀର୍ଣ୍ଣ ବସ୍ତି ଅଞ୍ଚଳ, ଯେଉଁ ଠାରେ ପ୍ରାୟ ୨୫୦ ପାଖାପାଖି ଗରିବ ପରିବାର ବସବାସ କରନ୍ତି । ଦୀପ ତଳ ଅନ୍ଧାର ପରି ସମ୍ବଲପୁର ନଗର ନିଗମ ଅଞ୍ଚଳରେ ଅବସ୍ଥିତ ଏହି ବସ୍ତିରେ ବର୍ଷ ତମାମ ଜଳ ସଙ୍କଟ ଲାଗି ରହିଛି । ଆଜି!-->…
Read More...
Read More...
ବିଭାଗ ବଦଳିଲା ହେଲେ ଗ୍ରାହକଙ୍କୁ ମିଳୁନାହିଁ ବିଜୁଳି ସେବା: ପତ୍ର ହଲିଲା ମାତ୍ରେ ବିଜୁଳିର ଲୁଚକାଳି, ଦାନା…
ଦାରିଙ୍ଗବାଡି ୧୧/୬- ସରକାରୀ ସଂସ୍ଥାରୁ ଘରୋଇ ସଂସ୍ଥାକୁ ବିଦ୍ୟୁତ ବିତରଣ, ପରିଚାଳନା ଓ ଦେୟ ଆଦାୟ ଦାୟିତ୍ୱ ହସ୍ତାନ୍ତର ପରେ ବିଦ୍ୟୁତ ସେବାରେ ଉନ୍ନତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ କିନ୍ତୁ ସାଉଥକୋ ଠାରୁ ଟାଟା ପାୱାର ହାତକୁ ଦାୟିତ୍ୱ ଯିବାପରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି ।!-->…
Read More...
Read More...
ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ : ଡିଏମଇଟି
ଭୁବନେଶ୍ୱର: ରାଜ୍ୟରେ ନିରନ୍ତର ଭାବେ ଦୈନିକ ସଂକ୍ରମଣ ଖସୁଛି।ଅନ୍ୟ ରାଜ୍ୟରେ ବି ସମାନ ଭାବେ ଖସୁଛି। ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି ଏବେ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।
ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ଅଧିକ ରୋଗୀ!-->!-->!-->…
Read More...
Read More...
ବୌଦ୍ଧ: ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୮୩ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୧/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା!-->…
Read More...
Read More...
ରାସ୍ତା ଓ ଡ୍ରେନେଜ କାମ ପରିଦର୍ଶନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରର ପୋଲିସ ଥାନା ସମ୍ମୁଖରେ ଚାଲି ଥିବା ଡ୍ରେନେଜ କାମକୁ ପରିଦର୍ଶନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ ଓ କାମର ତଦାରଖ ପୂର୍ତ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ଏହି କାମ କୁ ତୁରନ୍ତ ପରିସମାପ୍ତି କରିବା ପାଇଁ ପରାମର୍ଶ!-->…
Read More...
Read More...