ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ତରଫରୁ ପାରଳାରେ ରିକ୍ସା ଚାଳକଙ୍କୁ ରାସନ ବଣ୍ଟନ
ଗଜପତି ,୨୦/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ରିକ୍ସାଚାଳକଙ୍କୁ ରାସନ ସାମଗ୍ରୀ ସମେତ ପୋଷାକ ଆଦି ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସରକାରଙ୍କ ଦ୍ୱାରା କଟକଣା ଜାରି କରା ଯାଇଛି ।!-->…
Read More...
Read More...